ପୁଣି ବଢ଼ିଲା ଅଣ୍ଡା ଦର, ବଜାରରେ ଗୋଟା ୯ଟଙ୍କା
ଭୁବନେଶ୍ୱର: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟା ୯ଟଙ୍କା । କିଛିଦିନ ତଳେ ଗୋଟା ୭ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା…
ଭୁବନେଶ୍ୱର: ପୁଣି ବଢ଼ିଲା ଅଣ୍ଡା ଦର । ବଜାରରେ ଗୋଟା ୯ଟଙ୍କା । କିଛିଦିନ ତଳେ ଗୋଟା ୭ଟଙ୍କା ଥିବା ବେଳେ ହଠାତ୍ ଦର ପୁଣି ୨ଟଙ୍କା ବଢ଼ିଯାଇଛି । କେବଳ ସେତିକି ନୁହେଁ, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା…
ବରଗଡ,25/11: ବିଶ୍ୱର ସର୍ବ ବୃହତ ଖୋଲା ଆକାଶ ରଙ୍ଗମଞ୍ଚ ବରଗଡ଼ ଜିଲ୍ଳା ନୁଯାତ୍ରା ପାଇଁ ସୋମବାରରେ ହାଟପଦା ସଞ୍ଚାର ପଡ଼ିଆରେ ପୂଜାର୍ଚ୍ଚନା ପରେ, ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ବରଗଡ଼ ଜିଲ୍ଳାପାଳ ଓ ଏସପିଙ୍କ ଉପସ୍ଥିତିରେ ଏହା କରାଯାଇଛି। ୭୮…
ଭୁବନେଶ୍ୱର,24/11: ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ୨୫ତମ ରାଜଧାନୀ ପୁସ୍ତକମେଳା ଉଦ୍ଯାପିତ ହୋଇଯାଇଛି। ପୁସ୍ତକମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ମୁଖ୍ୟବକ୍ତା ଭାବେ…
ବେଜିଂ,୨୩/୧୧/୨୦୨୫:ଚୀନ ଇତିମଧ୍ୟରେ ବିଶ୍ବର ପ୍ରଥମ ଏଆଇ ଭାସମାନ ଦ୍ବୀପ ନିର୍ମାଣ କରୁଥିବା ଜଣାପଡିଛି। ୭୮ ହଜାର ଟନ୍ ଓଜନ ବିଶିଷ୍ଟ ଏହି ଭାସମାନ ଦ୍ବୀପ ଯେକୌଣସି ପରମାଣୁ ଆକ୍ରମଣକୁ ସହ୍ୟ କରିପାରିବ। ଏହି ଦ୍ବୀପରେ ସର୍ବାଧିକ ୨୩୮ ଜଣ ବ୍ୟକ୍ତି ଚାରିମାସ…
ଭୁବନେଶ୍ୱର,0୪/୧୧:ସୁଭଦ୍ରା ଶକ୍ତି ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ କିଣିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳିଛି । ଏହା ଉତ୍ସାହର କେନ୍ଦ୍ରବିନ୍ଦୁ ହୋଇ ରହିଛି । ହସ୍ତତନ୍ତ, ଆଦିବାସୀ ଅଳଙ୍କାର, ଜୈବିକ ଉତ୍ପାଦ ଠାରୁ…
ଡେରାଡୁନ,୦୪/୧୧: ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ହେବାର ୨୫ ବର୍ଷ (ସୁବର୍ଣ୍ଣ ଜୟନ୍ତୀ) ପୂର୍ତ୍ତି ଉପଲକ୍ଷେ ସୋମବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାଜ୍ୟବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି।…
ଭୁବନେଶ୍ୱର,୦୧/୧୧:ବର୍ଷାଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ରୁ ବନ୍ଦ ରହିଥିଲା କୁଲଡିହା ଅଭୟାରଣ୍ୟ । ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ । ସୂଚନାରୁ ପ୍ରକାଶ…
ମୁମ୍ବାଇ,୨୧ା୧୦: : ଆଜି ରିଲିଜ୍ ଆୟୁଷ୍ମାନ ହୋଇଛି ଆୟୁଷ୍ମାନ ଖୁରାନା, ରଶ୍ମିକା ମନ୍ଦନା, ନୱାଜୁଦ୍ଦିନ ସିଦ୍ଦିକି ଓ ପରେଶ ରାୱଲ ଅଭିନିତ ଫିଲ୍ମ “ଥାମ୍ମା”। ରିଲିଜ୍ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ବଡ଼ ସଫଳତା ହାସଲ କରିଥିବ। ଏହି ଫିଲ୍ମ ଭାରତୀୟ…
ଭୁବନେଶ୍ୱର,୧୭/୧୦/୨୦୨୫: ଆସନ୍ତାକାଲି ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶ୍ରୀମତୀ ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍ ହାପିଲି ସିଙ୍ଗଲ୍’ ଉନ୍ମୋଚିତ ହେବାକୁ ଯାଉଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆସନ୍ତାକାଲି ସନ୍ଧ୍ୟାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ…
କଟକ,୧୬ ଅକ୍ଟୋବର ୨୦୨୫:ସବୁବର୍ଷ ଭଳ ଚଳିତ ଥର ମଧ୍ୟ ଐତିହାସିକ କଟକ ବାଲିଯାତ୍ରାରେ ଲାଗିବ ବଲିଉଡ୍ ତଡ଼କା । ଏହା ସହିତ ଧମାଲ୍ କରିବେ ଓଲିଉଡ଼୍ କଳାକାର । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ବାଲିଯାତ୍ରାରେ ସୁନାମଧନ୍ୟ…