ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ

କଟକ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମଲ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ କରି ପିଚ୍‌, ସୁରକ୍ଷା ବ୍ୟବସ୍ଥା ସମେତ ସବୁ ପ୍ରକାର ପ୍ରସ୍ତୁତି ଶେଷ। ଏବେ…

Continue reading
ବଡ଼ ଘୋଷଣା କଲେ ସାକିବ ଅଲ ହାସନ

ବଡ଼ ଘୋଷଣା କଲେ ବାଂଲାଦେଶ କ୍ରିକେଟ କିମ୍ବଦନ୍ତୀ ସାକିବ ଅଲ ହାସନ। ସାକିବ ଗତ ଏକ ବର୍ଷ ଧରି ବାଂଲାଦେଶ ଜାତୀୟ ଦଳ ପାଇଁ ଖେଳି ନାହାଁନ୍ତି। ଗତ ବର୍ଷ ତାଙ୍କର କ୍ୟାରିୟର ହଠାତ୍ ଶେଷ ହୋଇଥିଲା। ସେ ଶେଷ ଥର…

Continue reading
ବାରବାଟୀ ଟିକେଟ କଳାବଜାରୀ : ୪ ଗିରଫ

କଟକ: ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍‌ । ଏଥିପାଇଁ ଦର୍ଶକ ମଧ୍ୟରେ ପ୍ରବଳ ଉତ୍ସାହ । ଷ୍ଟାଡିୟମକୁ ଯାଇ ପାଖରୁ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ସମସ୍ତଙ୍କ ଇଚ୍ଛା । ଏଥିପାଇଁ ଟିକେଟ୍‌ ପାଇବା ପାଇଁ ସମସ୍ତେ…

Continue reading
ବାରବାଟୀଟକ୍କର : ଆଜି ନେଟ ପ୍ରାକ୍ଟିସ କରିବେ ଦୁଇ ଦଳର ଖେଳାଳି

କଟକ : ରାତିପାହିଲେ ବାରବାଟୀ ଟି-୨୦ ଟକ୍କର । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ସୋମବାର ଦିନ ବାରବାଟୀ ଷ୍ଟାଡିୟମ୍‌କୁ ଓହ୍ଲାଇଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି…

Continue reading
ଭୁବନେଶ୍ବରରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା ଦଳ

ଭୁବନେଶ୍ବର: ବାରବାଟୀ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ଉଭୟ ଦେଶର ଖେଳାଳି । ଟିମ୍ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚିଛନ୍ତି । ଖେଳାଳିଙ୍କ ସହିତ ଟିମର ସପୋର୍ଟ ଷ୍ଟାଫ୍ ମଧ୍ୟ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ସେମାନଙ୍କୁ ସିଧା ହୋଟେଲକୁ…

Continue reading
ଭୁବନେଶ୍ୱରରେ ବୁମରା

ଭୁବନେଶ୍ୱର: ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଭୁବନେଶ୍ବରରେ ଜଣକ ପରେ ଜଣେ ଖେଳାଳି ପହଞ୍ଚୁଛନ୍ତି । ବାରବାଟୀ ଟି-୨୦ ମୁକାବିଲା ପାଇଁ ଗତକାଲି ହାର୍ଦ୍ଧିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆଜି ଷ୍ଟାର…

Continue reading
ଭୁବନେଶ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ବର: ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଭୁବନେଶ୍ବରରେ ଜଣକ ପରେ ଜଣେ ଖେଳାଳି ପହଞ୍ଚୁଛନ୍ତି । ଗତ ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ବରରେ ପହଞ୍ଚିଥିଲେ । ଟି-ଟ୍ବେଣ୍ଟି ସିରିଜି ପାଇଁ ପାଣ୍ଡ୍ୟାଙ୍କୁ…

Continue reading
୨-୧ରେ ସିରିଜ କବ୍‌ଜା କଲା ଟିମ ଇଣ୍ଡିଆ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ ୨-୧ରେ ସିରିଜ କବ୍‌ଜା କରିଛି ଟିମ ଇଣ୍ଡିଆ। ୨୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୬୭ ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଛି। ଯଶସ୍ବୀ ଜୟସୱାଲଙ୍କ…

Continue reading
ବାରବାଟୀ T-20: ଷ୍ଟାଡିଅମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି

କଟକ/ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ମ୍ୟାଚ କିପରି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯିବ ସେନେଇ ଚୂଡାନ୍ତ ସମୀକ୍ଷା କରିଛନ୍ତି ଡିଜି। ବିଶେଷକରି ଷ୍ଟାଡିୟମ ପରିସରରେ କିପରି ସୁରକ୍ଷା ବ୍ୟବସ୍ଥା…

Continue reading
ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ଆଶାଠାରୁ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଛି। ଶୃଙ୍ଖଳାରେ ଅଦ୍ୟାବଧି ବ୍ୟାଟିଂର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପ୍ରଥମ ମ୍ୟାଚ୍‌ରେ ୩୫୦ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲେ ହେଁ ଶେଷ ପର୍ୟ୍ୟନ୍ତ ଲଢ଼ି…

Continue reading