ଭାରତ ଟି-୨୦ ବିଶ୍ୱ ଚାମ୍ପିଅନ୍: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ଇତିହାସ ରଚିଛି ଟିମ୍ ଇଣ୍ଡିଆ । ପ୍ରଥମ ଦଳ ଭାବେ ସର୍ବାଧିକ ତୃତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ପ୍ରଥମ ଡିଫେଣ୍ଡିଂ ଚାମ୍ପିଅନ ଦଳ ଭାବେ ମଧ୍ୟ ବିଶ୍ୱକପ୍ ଟାଇଟଲ ବଜାୟ ରଖିଛି…















