ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି
ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଯାଇଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ହୋଇଛନ୍ତି। ପେଟରେ ଯନ୍ତ୍ରଣା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ବିସିସିଆଇ ସୂଚନା ଦେଇଛି। ଅଭିଷେକ ଶର୍ମା ଭାରତୀୟ ଦଳର ମୁଖ୍ୟ ଓପନିଂ…
ଟି-୨୦ ବିଶ୍ୱକପ୍ ମଧ୍ୟରେ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଯାଇଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ହୋଇଛନ୍ତି। ପେଟରେ ଯନ୍ତ୍ରଣା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ବିସିସିଆଇ ସୂଚନା ଦେଇଛି। ଅଭିଷେକ ଶର୍ମା ଭାରତୀୟ ଦଳର ମୁଖ୍ୟ ଓପନିଂ…
କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍କୁ ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଦୀର୍ଘ ଦିନର ଡେଡ୍ଲକ୍ ପରେ ପାକିସ୍ତାନ ସରକାର ନିଜ କ୍ରିକେଟ ବୋର୍ଡ…
ଚଳିତ ଟି-୨୦ ବିଶ୍ବକପ ୨୦୨୬ରେ ବିଜୟରୁ ତା’ର ଯାତ୍ରା ଆରମ୍ଭ କରିଛି ଭାରତୀୟ କ୍ରିକେଟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ୧୬୧ ରନ୍ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ଆମେରିକା ୮ ଓ୍ବିକେଟ ହରାଇ ୧୩୨ ରନରେ ସୀମିତ…
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହୋଇ ଆସୁଛି । ଆଉ କିଛି ଘଣ୍ଟା ପରେ ବାଜିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଗୁଲ । ୱାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ୟୁଏସଏ ଲଢ଼େଇ ପୂର୍ବରୁ…
ନୂଆଦିଲ୍ଲୀ : କମାଲ କଲା ଭାରତର ଯୁବ ବାହିନୀ । ଅଣ୍ଡର-୧୯ ବିଶ୍ବକପରେ ହାତେଇଲା ଟାଇଟଲ୍ । ଇଂଲଣ୍ଡ ୧୦୦ ରନରେ ପରାସ୍ତ କରି ଷଷ୍ଠଥର ପାଇଁ ବିଶ୍ବବିଜୟୀ ହୋଇଛି । ଭାରତ ୪୧୨ ରନର ବିଶାଳ ଲକ୍ଷ୍ୟ ଦେଇଥିବାବେଳେ ଇଂଲଣ୍ଡ…
ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ ବୋଲି ପାକିସ୍ତାନର ଧମକ ପରେ କେବଳ ଆଇସିସି ନୁହେଁ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟ ଅଡ଼ୁଆରେ ପଡ଼ିଯାଇଛି । ଏହି ମ୍ୟାଚ୍ ରଦ୍ଦ ହେଲେ ବୋର୍ଡ ବିପୁଳ କ୍ଷତି ସହିବାର ଆଶଙ୍କା…
ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଡପୁଟ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପାରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ…
୨୦୨୬ ମସିହାର ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯାଇଥିଲା । ଯେଉଁଠାରେ ଭାରତୀୟ ଟିମ୍ ଫାଇନାଲକୁ ଯିବା ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲା। ଆଫଗାନିସ୍ତାନ ଟସ୍ ଜିତି…
ନୂଆଦିଲ୍ଲୀ; ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ । ଫେବୃଆରୀ ୭ରୁ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ପାକିସ୍ତାନର କେଁ ସରୁନାହିଁ । ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ…
ବିଶାଖାପାଟନା: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମ୍ୟାଚ ଆଜି ବିଶାଖାପାଟନାରେ ଖେଳାଯିବ। ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ୩-୦ରେ ଆଗୁଆ ସିରିଜ କବ୍ଜା କରିସାରିଛି। ବିଶ୍ୱକପ୍ ପୂର୍ବରୁ ସିରିଜ ବିଜୟୀ ହୋଇସାରିଥିବାରୁ…