ବାରବାଟୀ ଟି-୨୦: ଆଜି ଆସିବେ ଭାରତୀୟ ଖେଳାଳି

ଶନିବାର ବିଶାଖାପାଟଣାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ ପରେ ଡିସେମ୍ବର ୯ରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଅନୁଷ୍ଠିତ ହେବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ…

Continue reading
ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍

କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ବାରବାଟୀ ଟିକେଟ୍ ବିକ୍ରି ହୋଇଛି । ସାରା ରାତି ଉଜାଗର ରହିଥିବା କ୍ରିକେଟ୍ ପ୍ରେମୀଙ୍କୁ ମିଳିଛି ଟିକେଟ୍ । ସକାଳ ୯ଟାରୁ କାଉଣ୍ଟରରେ ଅଫ୍ଲାଇନ୍ ଟିକେଟ୍ ବିକ୍ରି ହେଉଛି । ତେବେ କାଉଣ୍ଟରରେ…

Continue reading
ରାତି ଅଧରେ କ୍ରିକେଟ୍‌ ଟିକେଟ୍‌ ପାଇଁ ଠେଲାପେଲା

ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ଶୁକ୍ରବାରଠାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହେବ । କିନ୍ତୁ ଗୁରୁବାର ସନ୍ଧ୍ୟାରେ ଷ୍ଟାଡିୟମ ବାହାରେ ଭିଡ଼ ଲଗାଇଲେଣି କ୍ରିକେଟ୍‌…

Continue reading
ବାରବାଟୀ ଟି-ଟ୍ବେଣ୍ଟି କାଉଣ୍ଟର ଟିକେଟ ବିକ୍ରି, ଅଫଲାଇନରେ 10,000 ଟିକେଟ

କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚକୁ ନେଇ କଟକବାସୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ମ୍ୟାଚ ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ରାତିରୁ ଟିକେଟ୍ ପାଇଁ କାଉଣ୍ଟର ଆଗରେ…

Continue reading
ଆଜି ବାରବାଟୀ କାଉଣ୍ଟରରେ ଟିକଟ ବିକ୍ରି

କଟକ: ବାରବାଟୀ ଟି୨୦ ମ୍ୟାଚ୍‌ ପାଇଁ ଆଜି କାଉଣ୍ଟରରେ ବିକ୍ରି ହେବ ଟିକଟ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଟିକଟ ଖଣ୍ଡେ ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ବହୁ କ୍ରିକେଟ୍‌ପ୍ରେମୀ ଗୁରୁବାରଠାରୁ କଟକରେ ଆସି…

Continue reading
ବାରବାଟୀ ଟି-ଟ୍ୱେଣ୍ଟି ଟିକେଟ୍: ସକାଳ ୬ଟାରୁ ଧାଡ଼ି ଲଗାଇବେ ଦର୍ଶକ

କଟକ: ଆସନ୍ତା ୫ ତାରିଖରୁ ବାରବାଟୀ ଟି-ଟ୍ୱେଣ୍ଟି ଲାଗି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଏନେଇ ୫ଟି କାଉଣ୍ଟର୍ କରାଯାଇଛି । ଟିକେଟ୍ ଆଶାୟୀଙ୍କ ପ୍ରବଳ ଭିଡ଼ ଆଶଙ୍କାକୁ ନେଇ କମିଶନରେଟ୍ ପୁଲିସର ନିଦ ହଜିଲାଣି । ଯଦିଓ…

Continue reading
ରାୟପୁର ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା

ରାୟପୁର- ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ୩୫୯ର ଭାରତୀୟ ସ୍କୋରର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ୬ ଓ୍ୱିକେଟ ହରାଇ ୪୯.୨ ଓଭର୍‌ରେ ୩୬୨ ରନ୍‌ କରି ବିଜୟଲାଭ କରିଛି…

Continue reading
୨ୟ ଦିନିକିଆ ଆଜି; ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ରାୟପୁର: ଅକ୍ଟୋବରରେ ଘରୋଇ ଅଷ୍ଟ୍ରେଲିଆଠାରୁ ପ୍ରଥମ ୨ଟି ଦିନିକିଆରେ ଭାରତ ପରାସ୍ତ ହେବା ପରେ ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଇନିଂସ ବଳରେ ଜିତିଥିଲା। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣି ଥରେ ଏହି ଦୁଇ ବ୍ୟାଟିଂ…

Continue reading
ଭାରତ ବନାମ ସାଉଥ୍ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଭାରତ ବନାମ ସାଉଥ୍ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା । ଭିଡ଼କୁ ଦୃଷ୍ଟିରେ ରଖି ଟୁଇନ୍ ସିଟିରେ ୫୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ । ୧୦ ପ୍ଲାଟୁନ୍ ଭୁବନେଶ୍ୱରରେ ବାକି…

Continue reading
ବାରବାଟୀ ଟି-୨୦: ଅନ୍‌ଲାଇନ୍ ଟିକଟ ୪୫ ମିନିଟ୍‌ରେ ଶେଷ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଆଜି ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ହୋଇଛି। ଅନ୍‌ଲାଇନ୍‌ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା…

Continue reading