୨୪୮ରେ ୱେଷ୍ଟ ଇଣ୍ଡିଜ୍ ଅଲ୍‌ଆଉଟ୍‌; ଫଲୋଅନ ଦେଲା ଭାରତ

ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଭାରତର ଦବଦବା ଆଜି ତୃତୀୟ ଦିନରେ ବି ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଛି ଯେ ଅହମଦାବାଦରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଥିବା ବେଳେ…

Continue reading
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ: ଦ୍ୱିତୀୟ ଦିନରେ ବି ଭାରତୀୟ ଟିମର ଦବଦବା

ପ୍ରଥମ ଦିନ ଭଳି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ବି ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଟେଷ୍ଟ ତୁଳନାରେ ଇଣ୍ଡିଜ ଟିମ ଭାରତକୁ ସାମାନ୍ୟ ଟକ୍କର ଦେଇଛି। ତଥାପି ଭାରତୀୟ ଟିମ ଦ୍ୱିତୀୟ ଟେଷ୍ଟରେ ବି…

Continue reading
କଳିଙ୍ଗ ଷ୍ଟାଡ଼ିୟମରେ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର, ୧୦ ଅକ୍ଟୋବର, ୨୦୨୫: ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ।…

Continue reading
ୱେଷ୍ଟଇଣ୍ତିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ : ଦୃଢ଼ ସ୍ଥିତିରେ ଭାରତ

ଅହମଦାବାଦ ଟେଷ୍ଟ ଅଢ଼େଇ ଦିନରେ ସରିଥିଲା। ଆଜି ଠାରୁ ଦିଲ୍ଲୀରେ ୱେଷ୍ଟଇଣ୍ତିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟର ପ୍ରଥମ ଦିନରେ ବି ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି। ଓପନର ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୩ ରନ…

Continue reading
କଳିଙ୍ଗ ଷ୍ଟାଡ଼ିୟମରେ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର :ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ। ଅକ୍ଟୋବର ୧୦ ତାରିଖ…

Continue reading
ନୋଇଡାର ବିଭାନ ଶ୍ରୀବାସ୍ତବ କେବିସି ଜୁନିୟର୍‌ରେ ଜିତିଲେ ୨୫ ଲକ୍ଷ

ନୂଆଦିଲ୍ଲୀ,09/10: ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ୍‌ ବନେଗା କରୋଡପତି’ ବା କେବିସି ଜୁନିୟର୍‌ରେ ଭାଗ ନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ନୋଇଡାର ବିଭାନ ଶ୍ରୀବାସ୍ତବ। ବିଭାନ ଭାଗ ନେଇଥିବା ଏପିସୋଡ୍‌ରେ ଅକ୍ଟୋବର ୮ ବଏଂ ୯ ତାରିଖରେ ପ୍ରସାରିତ…

Continue reading
କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ…

Continue reading
ଏସୀୟ ଟେବୁଲ୍ ଟେନିସ ଟିମ୍ ଚମ୍ପିୟାନସିପ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ

ଭୁବନେଶ୍ୱର,7/11 : ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ମାନ୍ୟବର ଉଚ୍ଚଶିକ୍ଷା,…

Continue reading
ମହିଳା କ୍ରିକେଟ୍‌ ବିଶ୍ବକପ୍‌: ପାକିସ୍ତାନକୁ ହରାଇଲା ଭାରତ

ନୂଆଦି୍ଲ୍ଲୀ:୨୦୨୫ ମହିଳା କ୍ରିକେଟ୍‌ ବିଶ୍ବକପ୍‌ର୍ ପାକିସ୍ତାନ ଦଳକୁ ଭାରତୀୟ ଦଳ ବିଶାଳ ସ୍କୋର ବ୍ୟବଧାନରେ ପରାସ୍ତ କରିଛି । ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି୨୪୭ ରନ୍‌…

Continue reading
ପୁରୁଷ ଏସିଆ କପ୍‌ର ଦୃଶ୍ୟ ମହିଳା ବିଶ୍ୱକପରେ ରିପିଟ୍‌

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ବିଶ୍ୱକପରେ ରବିବାର ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଆର. ପ୍ରେମଦାସ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଗ୍ରୁପ୍ ପର୍ୟ୍ୟାୟ ମ୍ୟାଚ୍ ଖେଳା ଯାଉଛି। ପାକିସ୍ତାନ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ…

Continue reading