ମୁଖ୍ୟମନ୍ତ୍ରୀ ଆମ ପାଇଁ ଲକି: ସୂର୍ୟ୍ୟକୁମାର
କଟକ: ମୁଖ୍ୟମନ୍ତ୍ରୀ ଆମ ପାଇଁ ଲକି । ସେ ଷ୍ଟାଡିୟମ୍ରେ ଉପସ୍ଥିତ ରହିଥିବାରୁ ଭାରତ ଜିତିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏପରି ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ୟ୍ୟକୁମାର ଯାଦବ । ମୁଖ୍ୟମନ୍ତ୍ରୀ ମଧ୍ୟ ସୂର୍ୟ୍ୟକୁମାରଙ୍କୁ ଲକି…














