ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି ଶିକ୍ଷାର ମୂଳ ଉଦ୍ଦେଶ୍ୟ : ଧର୍ମେନ୍ଦ୍ର ପ୍ରଧାନ
ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀ • ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ଅନୁଭୂତିମୂଳକ ଶିକ୍ଷାର ବୃହତ ପ୍ରୟୋଗଶାଳା • ପ୍ରଧାନମନ୍ତ୍ରୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି • ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ…