ଆଇଟିଇଆରରେ ଆଇସିଆର୍ ଏଏମ୍ଇଆର୍ଡି – ୨୦୨୫ ଆୟୋଜିତ
ଭୁବନେଶ୍ୱର, ଡିସେମ୍ବର ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଡିସେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ୬ଷ୍ଠ ଇନ୍ଟରନ୍ୟାସନ୍ନାଲ୍ କନ୍ଫରେନ୍ସ ଅନ୍ ରିସେଂଟ ଆଡ୍ଭାନ୍ସେସ୍ ଇନ୍ ମେକାନିକାଲ…


