ଆସିକା ବିଧାୟକଙ୍କ ନାଁରେ ଏତଲା

ଆସିକା : ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା । ଆସିକା ଥାନାରେ ଏତଲା ଦେଇଛନ୍ତି ଏନ୍‌ଏସି ଇଓ ସମୀର ଜେନା। ରିଲିଫ୍ ବଣ୍ଟନକୁ ନେଇ ବିଧାୟକ ଓ ଇଓଙ୍କ ମଧ୍ୟରେ ବିବାଦ ହୋଇଥିବା ସୂଚନା ମିଳିଛି । ଏହି ବିବାଦ ପରେ ଇଓ ଥାନାର ଦ୍ୱାରସ୍ଥ ହୋଇ ବିଧାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଆସିକା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଏତଲାରେ କେଉଁ କେଉଁ ଅଭିଯୋଗ ଉଲ୍ଲେଖ ରହିଛି ଏବଂ ପୁଲିସ ଏହାକୁ ନେଇ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

  • Related Posts

    ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି

    ବ୍ରହ୍ମପୁର: ପୁଣି ଦାଣ୍ଡରେ ପଡି ହାଟରେ ଗଡ଼ିଲା କଂଗ୍ରେସ କଳି । ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ବନ୍ୟା କ୍ଷୟକ୍ଷତି ଦେଖିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଭିତରେ କଥା କଟାକଟି । ପିସିସି ସଭାପତିଙ୍କ ଆଗରେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ।…

    Continue reading
    ୭ରେ ଗଞ୍ଜାମ ଯାଇ ବନ୍ୟା କ୍ଷୟକ୍ଷତି ଦେଖିବେ ନବୀନ

    ଭୁବନେଶ୍ବର : ନଭେମ୍ବର ୭ରେ ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ । ଶେରଗଡ଼ରୁ ଆସିକା ଓ ସୋରଡ଼ା ଯାଏଁ ବୁଲି ଦେଖିବେ ବନ୍ୟାଞ୍ଚଳ । ବନ୍ୟା ପ୍ରଭାବିତ ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି