ପାଗଳ ଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ

କଟକ : କଟକ ବିଡ଼ାନାସୀ ଥାନା ଭୁଆସୁଣୀ ପଠାରେ ଷଣ୍ଢଙ୍କ ଉତ୍ପାତ। ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବିଡାନାସୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ସିଏମ୍‌ସି ପକ୍ଷରୁ ଷଣ୍ଢକୁ କାବୁ କରାଯାଇଛି। ସୂଚନାନୁଯାୟୀ, ସୋମବାର…

Continue reading
କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିଲେ ମୁଖ୍ୟମନ୍ତ୍ରୀ

କଟକ: କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)-୨୦୨୪-୨୫ର ଓଡ଼ିଶା ଏଫ୍‌ସି ଓ ମୋହନ ବାଗାନ ସୁପରଜାଏଣ୍ଟ୍‌ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଶେଷ ହୋଇଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଦୁଇ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି।…

Continue reading
ଦ୍ବିତୀୟ ଟି୨୦ ଜିତିଲା ଦକ୍ଷିଣ ଆଫ୍ରିକା

କ୍ବେବେରା: ସ୍ପିନର ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍‌ ନେଇଥିଲେ ହେଁ ରବିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତଙ୍କୁ ଜିତାଇ ପାରିନାହାନ୍ତି। ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଜେରାଲ୍‌ଡ କୋଏଜିଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି।…

Continue reading
ହ୍ରାସ ପାଇଛି ରାତି ତାପମାତ୍ରା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ହ୍ରାସ ପାଇଛି। ୧୧ ସ୍ଥାନରେ ପାରଦ ୨୦ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାହାଡିଆ ଅଞ୍ଚଳ ମଧ୍ୟରେ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ମଧ୍ୟରେ…

Continue reading
୨୮ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବନ କଲା କଂଗ୍ରେସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ୨୮ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀ ମୁଣ୍ଡ ଟେକିଛନ୍ତି। ଏହି ପ୍ରାର୍ଥୀମାନେ ଟିକେଟ ନ ପାଇବାରୁ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି। ଏହି…

Continue reading
ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଆଠଗଡ: ଆଜି କାର୍ତ୍ତିକ ମାସର ଶେଷ ସୋମବାର। ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।ଏଥିପାଇଁ କଟକ ଆଠଗଡସ୍ଥିତ ବାବା ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ଠାରୁ…

Continue reading
ସରକାର ବାହାଦୁରି ନେବା ପାଇଁ ବହୁତ ବ୍ୟଗ୍ର ଅଛନ୍ତି: ବିଜେଡି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପଦ୍ମ ପୁରସ୍କାର ବିଜେତା ମାନଙ୍କୁ ମାସିକ ୩୦,୦୦୦ ଟଙ୍କା ଆର୍ଥିକ ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଗତକାଲି କରାଯାଇଥିବା ଘୋଷଣାରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ସମୟରେ…

Continue reading
ମିଛ କହିଛନ୍ତି ରାଜସ୍ବ ମନ୍ତ୍ରୀ: ବିଜେଡି

ଭୁବନେଶ୍ବର : ଝାରସୁୁଗୁଡା ଲଖନପୁର ଫ୍ଲାଏ ଆଶ ବିବାଦ ପ୍ରସଙ୍ଗରେ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ରାଜସ୍ବ ମନ୍ତ୍ରୀ ନିଜେ ଅନୁମୋଦନ ଦେଇ ନିଜେ ପ୍ରତ୍ୟାହାର କରିବା ପରେ ପୂର୍ବ ସରକାରଙ୍କ ନାଁ ନେଇ ଖସିଯିବାକୁ ବସିଛନ୍ତି। ଯାହାକୁ…

Continue reading
ବଦଳିଲା ନର୍ସଙ୍କ ୟୁନିଫର୍ମ

ଭୁବନେଶ୍ବର : ରାଜ୍ୟରେ କାର୍ୟ୍ୟରତ ନର୍ସଙ୍କ ଡ୍ରେସ୍‌ କୋଡ୍‌ ପରିବର୍ତ୍ତନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ୟ୍ୟରତ ନର୍ସଙ୍କ ୟୁନିଫର୍ମ କରିବର୍ତ୍ତନ ହୋଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ…

Continue reading
‘ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ’

ଭୁବନେଶ୍ୱର: ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ। ମା’ ଲକ୍ଷ୍ମୀଙ୍କୁ ମାଣ୍ଡିଆ ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ପରଷିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ମାଣ୍ଡିଆ ଦିବସ ଅବସରରେ ଲୋକସେବା…

Continue reading