ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ‘ଆସନ୍ତା ୧୦ ଦିନ ଭିତରେ ଇସ୍ତଫା ଦିଅ, ନଚେତ ବାବା ସିଦ୍ଦିକିଙ୍କ ପରି ଅବସ୍ଥା ତୁମର ବି ହେବ ।’ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଏପରି ହତ୍ୟା ଧମକ । ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ…

Continue reading
ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ

ଗଜପତି: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ । ସୂଚନା ଅନୁଯାୟୀ, ଗଜପତି ମୋହନା ବଜାରରେ ଥିବା ଏକ ଲଜରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି କଏଦୀ । ଆସାମୀ…

Continue reading
ଟ୍ରେନ୍ ଧକ୍କାରେ ୨ ମୃତ

ଯାଜପୁର : ଟ୍ରେନ୍ ଧକ୍କାରେ ୨ ମୃତ। ରେଳ ଧାରଣାରେ ପଡ଼ିରହିଛି ମୃତଦେହ। ଯାଜପୁର ରୋଡ ଥାନା ଅହମ୍ମଦନଗର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ରବିବାର ସକାଳୁ ଅହମ୍ମଦନଗରର…

Continue reading
ମହାନଦୀରୁ ମୃତ କୁମ୍ଭୀର ଉଦ୍ଧାର

ଭାପୁର,୦୩/୧୧: ମହାନଦୀରୁ ଏକ ସାତଫୁଟ ଲମ୍ବର ମୃତ କୁମ୍ଭୀର ଉଦ୍ଧାର ହୋଇଛି ।  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ନିକଟସ୍ଥ ମହାନଦୀରୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀରର ମୃତଦେହକୁ ଉଦ୍ଧାର କରିଛନ୍ତି । ରବିବାର…

Continue reading
୫ ବର୍ଷ ପୂର୍ବରୁ ସରକାରକୁ ଫେରିପାରୁ:ମୁନା ଖାଁ

ଭୁବନେଶ୍ଵର : ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ବିସ୍ଫୋରକ ବୟାନକୁ ନେଇ ପୁଣି ଜୋର୍ ଧରିଲା ଚର୍ଚ୍ଚା। ମୁନା ଖାଁ କହିଛନ୍ତି ଯେ, ସରକାରରେ ଫେରିବାକୁ ବିଜେଡିକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବନି। ତା ପୂର୍ବରୁ ଫେରିପାରୁ। ବିଜେପି…

Continue reading
ବଲାଙ୍ଗୀର ପ୍ରତି ଅବହେଳା ହୋଇଛି:ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବିଭିନ୍ନ ସରକାର ଅମଳରେ ବଲାଙ୍ଗୀର ଜିଲା ପ୍ରତି ଅବହେଳା ହୋଇଛି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ ଆମ ସରକାର ସମସ୍ତ ଅସମାନତା ଦୂର କରି ଜିଲାକୁ ସମୃଦ୍ଧ ଓ ବିକଶିତ ଜିଲା କରିବାକୁ ପ୍ରାଥମିକତା ଦେବ।  ବଲାଙ୍ଗୀର…

Continue reading
ପ୍ରଭାବଶାଳୀ ଅମଲା:ପ୍ରଥମ ସ୍ଥାନରେ ଓଡ଼ିଆ ପୁଅ

ସମ୍ବଲପୁର: ଦେଶର ପ୍ରମୁଖ ପତ୍ରିକା ‘ଇଣ୍ଡିଆ ଟୁଡେ’ର ଚଳିତ ସଂଖ୍ୟାର ସ୍ୱତନ୍ତ୍ର ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟରତ ପ୍ରଭାବଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିତ୍ୱଙ୍କ ସୂଚୀ ଜାରି କରାଯାଇଛି। ହାଇ ଆଣ୍ଡ ମାଇଟି (ଦି ଅଲଟିମେଟ ପାୱାର ଲିଷ୍ଟ ୨୦୨୪) ନାମରେ ଅମଲାତନ୍ତ୍ରର…

Continue reading
ହାତୀକୁ ତୀର ମାଡ଼

କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଶେରମୁଣ୍ଡା ବିଟ୍ ରଘୁପାଣି ବନ୍ଧ ନିକଟରେ ଏକ ହାତୀକୁ ତୀର ମାଡ଼ ହୋଇଛି। ହାତୀଟି ଦେହରେ ୨ଟି ତୀର ବାଜିଛି। ହାତୀଟିର ଦେହରେ ଗଭୀର କ୍ଷତ ହୋଇଛି। ତାର ଅବସ୍ଥା ଗୁରୁତର ରହିଛି। ହାତୀଟିକୁ…

Continue reading
ପିସିସି ସଭାପତି ଚୟନ ପୂର୍ବରୁ ମୋକିମ କ୍ୟାମ୍ପର ସମରସଜ୍ଜା

ଭୁବନେଶ୍ବର:ପିସିସି ସଭାପତି ଚୟନ ପୂର୍ବରୁ ମୋକିମ କ୍ୟାମ୍ପର ସମରସଜ୍ଜା । ପିସିସି ସଭାପତି ଘୋଷଣା ପୂର୍ବରୁ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ । ପ୍ରଭାରୀଙ୍କ ଗସ୍ତର ଦୁଇଦିନ ପୂର୍ବରୁ ମହମ୍ମଦ ମୋକିମଙ୍କ ସପକ୍ଷରେ ଆରମ୍ଭ ହେଲା ଲବି । ମହମ୍ମଦ ମୋକିମ ହିଁ…

Continue reading
ଭୂକମ୍ପ: ଥରିଲା ଭୁବନେଶ୍ଵର

ଭୁବନେଶ୍ଵର :  ଭୁବନେଶ୍ଵରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ସକାଳ ୭ଟା ୧୭ରେ ଭୂମିକମ୍ପ ହୋଇଛି। ଭୁବନେଶ୍ଵର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା ଅନୁଭୂତ ହୋଇଛି। ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍‌କା ଲାଗିଛି। କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ…

Continue reading