ସଡ଼କ ଦୁର୍ଘଟଣା:୬ ମୃତ, ୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଗଏକାନପାଲି ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲରକୁ ପିକଅପ୍‌ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

Continue reading
ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ: ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ଥିବା ମେରାମଣ୍ଡଳୀ ଷ୍ଟେସନ ନିକଟରେ ଦନ୍ତା ହାତୀ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ।  ମୃତ ହାତୀଟି ୧୪ରୁ ୧୫ ବର୍ଷ ହେବା ବୋଲି ପୂର୍ବାନୁମାନ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ରେଳଧାରଣା ପାର ହୋଇ ଯାଉଥିଲେ।…

Continue reading
ବ୍ରହ୍ମପୁର ମେୟରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍

ବ୍ରହ୍ମପୁର :ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେଇଛନ୍ତି ମେୟର। ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର୍ୟ୍ୟାଳୟରେ ଥିଲେ। ଏହି ସମୟରେ କିଛି କପୋର୍ଟର…

Continue reading
ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନ ବାନ୍ଧନପାଲି ଗାଁ ରାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ତିନି ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ- ପ୍ରଶାନ୍ତ ନାଏକ, ରୁପେଶ ଛତ୍ରିଆ ଓ ତାରେଶ୍ୱର ରଣା। ଏହି ତିନି…

Continue reading
ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ଆଜିଠାରୁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ…

Continue reading
୨୯ ପର୍ୟ୍ୟନ୍ତ ବିଜେଡି ରହିବ ନାହିଁ:ଜୟନାରାୟଣ

ଭୁବନେଶ୍ବର: ମୁହାଁମୁହିଁ ହେଲେ ବିଜେଡି ସାଂସଦ ମୁନ୍ନା ଖାନ ଏବଂ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ମୁନ୍ନା ଖାନଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଲା ବିଜେପି । ୨୦୨୯ ଯାଏଁ ବିଜେଡି ଓଡ଼ିଶାରେ ରହିବ ନାହିଁ । ବିଜେଡିର ଆୟୁଷ…

Continue reading
ଆଜିଠାରୁ ବିଜେଡିର ଦ୍ବିତୀୟ ପର୍ୟ୍ୟାୟ ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ୟ୍ୟାୟ ଜନସଂପର୍କ ପଦଯାତ୍ରା । ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ। ପୂର୍ବରୁ ଅକ୍ଟୋବର ୨୧ରୁ ୩୦ ଯାଏ ଦ୍ବିତୀୟ ପର୍ୟ୍ୟାୟ ପଦଯାତ୍ରା ସ୍ଥିରୀକୃତ ହୋଇଥିଲା।…

Continue reading
ଦିଲ୍ଲୀରେ ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି

ନୂଆଦିଲ୍ଲୀ: ଦୀପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି । ବାୟୁ…

Continue reading
ମାଟି ଅତଡ଼ା ଖସି ଝିଅ ମୃତ, ବାପା ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡି଼ଆଭଙ୍ଗା ଗ୍ରାମ ନିକଟରେ ରେଙ୍ଗାଲି କେନାଲରୁ ମାଟି ଅତଡ଼ା ଖସି ୮ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଅନ୍ୟଜଣେ ଶିଶୁକନ୍ୟାର ବାପା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

Continue reading
ମାଦଲ ବଜାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : “ମୋ ନିଜ ଗାଁ ର ବନ୍ଦଣାକୁ ପର୍ବକୁ ମୁଁ ଭୁଲି ନାହିଁ । ଛୋଟ ବେଳରୁ ହିଁ ଏ ପୂଜାରେ ସାମିଲ୍ ହୋଇ ଉତ୍ସବ ପାଳନ କରୁଅଛି । ଗାଁ ସାହି ଭାଈ ସହିତ ଦୀପାବଳି ବନ୍ଦଣା ଉତ୍ସବ…

Continue reading