ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର
ପୁରୀ: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ। ଅନ୍ୟପକ୍ଷେ…
୩୦ କୋଟିର ମାରିଜୁଆନା ଜବତ
ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ମାରିଜୁଆନା (ଇଡ୍ରୋଫନିକ ଉଇଡ) ଜବତ କରାଯାଇଛି। ବ୍ୟାଙ୍କକ୍ରୁ ବିମାନବନ୍ଦର ଦେଇ ଚାଲାଣ ହେଉଥିବାବେଳେ କଷ୍ଟମ (ସୀମାଶୁଳ୍କ) ବିଭାଗ ଓ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ(ଡିଆର୍ଆଇ) ଏହାକୁ ଜବତ କରିଛି। ଏହି ମାରିଜୁଆନା ଚୋରା ଚାଲାଣରେ ସମ୍ପୃକ୍ତି…
ବଳଙ୍ଗା ଘଟଣା, ଆଜି ଦିଲ୍ଲୀରୁ ଫେରିବ ତଦନ୍ତକାରୀ ଟିମ୍
ଭୁବନେଶ୍ୱର: ବଳଙ୍ଗା ନାବାଳିକା ପୋଡ଼ି ଘଟଣା । ମଙ୍ଗଳବାର ଓଡ଼ିଶା ଫେରିବ ତଦନ୍ତକାରୀ ଟିମ୍ । ସୋମବାର ଦିନ ଏମ୍ସ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍ । ୩୦ ମିନିଟ୍ ଧରି ପୀଡିତାଙ୍କୁ ପଚରାଉଚରା କରିଛି ତଦନ୍ତକାରୀ…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ସଡକ ଓ ଗୃହ ନିର୍ମାଣ ଡିଭିଜନ୍ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି। ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍…
ଏମ୍ସରେ ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ:ନର୍ସିଂ ଅଫିସର୍ ଗିରଫ
ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଅଭିଯୋଗରେ ନର୍ସିଂ ଅଫିସର୍ ନାନୁ ରାମ ଚୌଧୁରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ହସ୍ପିଟାଲର ନର୍ସିଂ ଅଫିସର୍…
ବନ କର୍ମଚାରୀଙ୍କୁ ଟେଷ୍ଟର ଭୁସିଦେଲେ ଜେଲ ଫେରନ୍ତା ଶିକାରୀ
କପ୍ତିପଦା : ଟେଷ୍ଟର ଭୁସି ଆକ୍ରମଣ କଲେ ଜେଲ ଫେରନ୍ତା ଶିକାରୀ । ଜେଲରୁ ଫେରି ଧମକ ଦେଇଥିଲେ । ଆଉ ସୁଯୋଗ ପାଇ ଘରେ ପଶିଲେ । ଆକ୍ରମଣ ସହିତ ଝିଅକୁ ଦୁର୍ବ୍ୟବହାର ସହିତ ସବୁଜବାହିନୀ ବନ କର୍ମଚାରୀଙ୍କୁ ଟେଷ୍ଟର…
ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଗର୍ଭସ୍ଥ ଶିଶୁ ମୃତ
କୁଜଙ୍ଗ: ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି।କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା…
ଝାରପଡ଼ା ଜେଲ୍ ଗଲେ ଅମରେଶ ଜେନା
ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ବିଜେଡିରୁ କର୍ପେରେଟର ଅମରେଶ ଜେନା ଜେଲ୍ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍ ପଠାଇ ଦେଇଛି। ଅମରେଶ ଜେନାକୁ ପୁଲିସ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ…
ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
ବାଲେଶ୍ୱର: ପୁଣି ଚର୍ଚ୍ଚାର ପରିସରକୁ ଆସିଛି ବାଲେଶ୍ୱର ଜିଲ୍ଲାର ଏଫ୍ ଏମ୍ କଲେଜ । ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା ଶାନ୍ତ ନପଡ଼ୁଣୁ ଉକ୍ତ କଲେଜ କ୍ୟାମ୍ପସ ପରିସରରେ ରହୁଥିବା ଜଣେ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି ।…
ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ
କସିଆ: ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି। ସୂଚନା…