ସାନ ଯାଆର ମାଡ଼ରେ ବଡ଼ ଯାଆ ମୃତ
ଦେବଗଡ଼: ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ପାଟିତୁଣ୍ଡ ନେଇଛି ତୀବ୍ର ରୂପ।।ଆଜି ସକାଳେ ସାନ ଯାଆର ମାଡ଼ରେ ବିଧବା ବଡ଼ ଯାଆଙ୍କର ମୃତ୍ୟୁ ହୋଇଛି। ମୃତା ହେଲେ ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ(୫୫) । ଜାଳ…
ଦେବଗଡ଼: ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ପାଟିତୁଣ୍ଡ ନେଇଛି ତୀବ୍ର ରୂପ।।ଆଜି ସକାଳେ ସାନ ଯାଆର ମାଡ଼ରେ ବିଧବା ବଡ଼ ଯାଆଙ୍କର ମୃତ୍ୟୁ ହୋଇଛି। ମୃତା ହେଲେ ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ(୫୫) । ଜାଳ…
ବାଲିପାଟଣା: ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କଲା ଶଳା। ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ। ବଜାର ଉପରେ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିଛି ଶଳା। ଫେରାର୍ ହେଉଥିବା ବେଳେ ହତ୍ୟାକାରୀ ସୟଦ…
ଭୁବନେଶ୍ୱର : ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ହତ୍ୟା ପରେ ଗଛରେ ଟାଙ୍ଗି ଦେଲେ । ଭୁବନେଶ୍ୱର ଏୟାରଫ୍ଲଲ୍ଡ ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ ଏୟାରଫିଲ୍ଡ ଥାନା ଅଞ୍ଚଳର ଜିତୁ…
ଭୁବନେଶ୍ବର : ଅପହରଣ ଘଟଣାର ପର୍ଦ୍ଦାଫାଶ । ପ୍ରେମିକକୁ ଅପହରଣ କରିଥିବା ଅଭିଯୋଗରେ ପ୍ରେମିକା ସମେତ ୫ ଜଣଙ୍କୁ ଗିରଫ କରି ଖାରବେଳ ନଗର ଥାନା ପୋଲିସ । ଏହାସହିତ ଅପହୃତ ଯୁବକଙ୍କୁ ଭରତପୁର ଅଞ୍ଚଳ ଏକ ହୋଟେଲ୍ରୁ ଉଦ୍ଧାର ମଧ୍ୟ…
ବଲାଙ୍ଗୀର : ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ବିଭତ୍ସ ହତ୍ୟା ଘଟଣା । ସାମାନ୍ୟ ବିବାଦରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲେ ସ୍ୱାମୀ । ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର…
ଜଳେଶ୍ଵର: ପୁଣି ଖାକିରେ କଳଙ୍କ । ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଗର୍ଭବତୀ କରି ଧୋକା ଦେଲେ ମାଲକାନଗିରି SOGର ଟ୍ରେନିଂ ପ୍ରାପ୍ତ ସବଇନ୍ସପେକଟର ବିଜୟ କୁମାର ସାହୁ । ଯୁବତୀଙ୍କ ଅଭିଯୋଗ ପରେ ଗରିଫ କଲା ବାଲିଆପାଳ…
ଭୁବନେଶ୍ବର: ବିମାନରେ ଚାଲାଣ ହେଉଥିଲା ସାପ । ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ ହୋଇଛି । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ । ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍ରୁ ଚେନ୍ନାଇ…
ସ୍ତ୍ରୀକୁ ହତ୍ୟା ପରେ ଥାନାରେ ଆତ୍ମସର୍ମପଣ କଲା ସ୍ଵାମୀ ପୁରୀ: ପୁରୀ ତାଳବଣିଆ ଥାନା ସିଦ୍ଧ ମହାବୀର ଚମାର ସାହିରେ ଅଘଟଣ। ସ୍ତ୍ରୀକୁ ମାରି ଆତ୍ମସର୍ମପଣ କଲା ସ୍ଵାମୀ। ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ…
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଚଢାଉରେ ୭ ଡିଏସପି, ୯…
ଅନୁଗୁଳ : ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ଧରିଛି ଭିଜିଲାନ୍ସ। କେନ୍ଦୁପାଟି ଗାଁର ଚରଣ ନାୟକଙ୍କ ଠାରୁ ଜମିବାଡ଼ି ଭାଗ…