ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପରିବାର

ପୁରୀ।୧୫ ଜାନୁଆରୀ,୨୦୨୬: ଓଡ଼ିଶାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ପରିବାର ସହ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ଶିଳ୍ପାଙ୍କ ସହ ମା’ ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ଆସିଛନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ…

Continue reading
ଶୀତଦିନେ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାର

ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ପ୍ରବଳ ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି। ରାସ୍ତାରେ ମୁହଁକୁ ମୁହଁ ଦିଶୁନି। ପାହାଡିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ। ତେବେ ଏହି ଶୀତ ଦିନେ ଅନେକ କିଛି…

Continue reading
ସୋଆ ପରିଦର୍ଶନ କଲେ ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ

ଡିପ୍ ଟେକ୍ ଏବଂ ଷ୍ଟାର୍ଟ-ଅପ୍ ସମ୍ବନ୍ଧୀୟ ସହଭାଗିତା ନେଇ ଆଲୋଚନା ଭୁବନେଶ୍ୱର, ୨୦/୧୨: ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ…

Continue reading
ଦୁର୍ଘଟଣା ରୋକିବ ପ୍ରଯୁକ୍ତି ବିଦ୍ୟା, ହାତ ଛାଡ଼ିଲେ ବନ୍ଦ ହେବ ବାଇକ୍

ନୂଆଦିଲ୍ଲୀ, ୨୪ା୧୧: ରାସ୍ତାରେ ବାଇକ୍ ଚଳାଇବା ସମୟରେ ହାତ ଛାଡିଲେ ଏଣିକି ଷ୍ଟାର୍ଟ ବନ୍ଦ ହୋଇଯିବ। ରାସ୍ତାରେ କିଛି ଦୁଇଚକିଆ ଯାନ ଚାଳକଙ୍କ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ପ୍ରଯୁକ୍ତିବିଦ୍ୟା ଖୁବ୍ ଶୀଘ୍ର ଆଣିବା ପାଇଁ…

Continue reading
ମେକ୍ସିକୋର ଫାତିମା ବୋଶ୍ ବିଶ୍ୱ ସୁନ୍ଦରୀ-୨୦୨୫

ନୂଆଦିଲ୍ଲୀ,22।11: ଥାଇଲାଣ୍ଡର ବ୍ୟାଙ୍ଗକକରେ ଆୟୋଜିତ ୭୪ତମ ବିଶ୍ୱ ସୁନ୍ଦରୀ-୨୦୨୫ ପ୍ରତିଯୋଗିତାରେ ମେକ୍ସିକୋ ସୁନ୍ଦରୀ ବାଜି ମାରି ନେଇଛନ୍ତି । ବିଶ୍ୱ ସୁନ୍ଦରୀ-୨୦୨୫ର ବିଷୟବସ୍ତୁ ଥିଲା \”ପ୍ରେମର ଶକ୍ତି\” । ଏଥିରେ ୧୨୧ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମେକ୍ସିକୋର ଫାତିମା…

Continue reading
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ୪୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ

ପୁରୀ,ଠ୪/୧୧:କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ପୁରୀରେ ମୁତୟନ ହୋଇଛନ୍ତି ୪୫ ପ୍ଲାଟୁନ ପୁଲିସ ଫୋର୍ସ। ସାତ ପାହାଚ ଏବଂ ବାହାର କାଠ ନିକଟରେ ପୁଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡରେ…

Continue reading
ପରଲୋକ ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଶିଳ୍ପପତି ଗୋପୀଚାନ୍ଦ ହିନ୍ଦୁଜା

ନୂଆଦିଲ୍ଲୀ,0୪/୧୧: ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ତଥା ଦେଶର ପ୍ରତିଷ୍ଠିତ ଶିଳ୍ପପତି ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ ଘଟିଛି । ଲଣ୍ଡନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋପୀଚାନ୍ଦ ହିନ୍ଦୁଜାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ…

Continue reading
ଫ୍ରିଜ୍‌ରେ ଅଣ୍ଡା ରଖିବା ଉଚିତ୍ କି ନୁହେଁ?

ଆମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଯାହା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଯେଉଁମାନେ ନିୟମିତ ଭାବରେ ଅଣ୍ଡା ଖାଆନ୍ତି, ସେମାନେ ଏହାକୁ ସୁରକ୍ଷିତ ରଖିବା ପାଇଁ ଫ୍ରିଜରେ ରଖନ୍ତି । କିନ୍ତୁ, ଜାଣନ୍ତି କି ଫ୍ରିଜରେ…

Continue reading
ନିୟମିତ ଅଦା ପାଣି ପିଇଲେ ମିଳେ ଏହି ଆଶ୍ଚର୍ୟ୍ୟଜନକ ଲାଭ..

ଶରୀରକୁ ସୁସ୍ଥ ରଖିବା ପାଇଁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ଭୁଲ୍‌‌ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ଓ ସୁସ୍ଥ ରହିବା ପାଇଁ…

Continue reading
ଡାଲଚିନି ଖାଇବା ଦ୍ୱାରା ବୁଝିବା ଶକ୍ତି ବୃଦ୍ଧି ପାଏ

ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ଓ ତା’ର ସ୍ୱାଦ ବଢାଇବା ପାଇଁ ସାଧାରଣତଃ ଭାରତୀୟମାନେ ଡାଲଚିନି ବ୍ୟବହାର କରିଥାଆନ୍ତି। କିନ୍ତୁ ଡାଲଚିନିରେ ଆଉ ଏକ ଗୁଣ ରହିଥିବା ବର୍ତ୍ତମାନ ଜଣାପଡ଼ିଛି। ଆମେରିକାର ଗବେଷକଙ୍କ ମତରେ, “ଡାଲଚିନି ଖାଇବା ଦ୍ୱାରା ଶିଖିବାର କ୍ଷମତା…

Continue reading