୩ଲକ୍ଷ ବିହାର ଲୋକଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିସ୍
ନୂଆଦିଲ୍ଲୀ,29।08: ଭାରତୀୟ ନିର୍ବାଚନ କମିଶନ ୩ଲକ୍ଷ ଲୋକଙ୍କୁ ନୋଟିସ୍ ଜାରି କରିଛନ୍ତି । କାରଣ ସେମାନଙ୍କର କାଗଜପତ୍ରରେ ସଠିକ୍ ପ୍ରମାଣ ପତ୍ର ନାହିଁ ଏବଂ ସେମାନେ ଭାରତର ନାଗରିକ ବୋଲି ପ୍ରମାଣିତ ହୋଇନାହାଁନ୍ତି । ବିହାର ଏସଡିଏମଙ୍କ ତଦନ୍ତ ରିପୋର୍ଟ ଆଧାରରେ…


