ରାଜ୍ୟ ବିଜେପି ନେତୃତ୍ୱଙ୍କ ଝାଡ଼ଖଣ୍ଡରେ ପ୍ରଚାର ପ୍ରଭାବଶୂନ୍ୟ : ବିଜେଡି

ଭୁବନେଶ୍ୱର: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୂର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ…

Continue reading
ମହାରାଷ୍ଟ୍ର ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନଠାରୁ ଆରମ୍ଭ କରି ସାରା ଦେଶରେ ହୋଇଥିବା ଉପନିର୍ବାଚନରେ ଭାଜପାର ପ୍ରଚଣ୍ଡ ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ନିର୍ବାଚନରେ ଏନ୍‌ଡିଏ କର୍ମୀଙ୍କ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି। ଏଥିସହ ସେ…

Continue reading
ଧାନ କିଣାକୁ ନେଇ ମିଲରଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ କଡ଼ା ଚେତାବନୀ। ମିଲରଙ୍କୁ ତାଗିଦ୍‌ କଲେ ମନ୍ତ୍ରୀ। ମନ୍ତ୍ରୀ ପାତ୍ର କହିଛନ୍ତି, ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାରୁ ଧାନ କିଣୁଥିବା ମିଲରଙ୍କ ମିଲ୍‌କୁ ସିଲ୍‌ କରାଯିବ।…

Continue reading
ବାଦ ପଡ଼ିଥିବା ୨୨ ପ୍ରତିଶତ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ତଥା ନଭେମ୍ବର ୨୪ ତାରିଖରେ ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା। ଏଥିପାଇଁ ଖୁସି ଅଛନ୍ତି ହିତାଧିକାରୀ। ଏହାର ମଧ୍ୟରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ବାଦ ପଡ଼ିଥିବା ୨୨ ପ୍ରତିଶତ ମହିଳାଙ୍କୁ…

Continue reading
ଭୁଲ୍‌ ହେଲା ଏକଜିଟ୍‌ ପୋଲ୍‌

ପୁଣିଥରେ ଏକଜିଟ୍‌ ପୋଲ୍‌ ଭୁଲ ସାବ୍ୟସ୍ତ ହୋଇଛି । ମହାରାଷ୍ଟ୍ରରେ ମହାୟୁତି ସରକାର ଗଢ଼ିବ ବୋଲି ଏକଜିଟ୍‌ ପୋଲରେ ଆକଳନ କରାଯାଇଥିଲା । ତେବେ ଏମଭିଏ ମେଣ୍ଟ ଶହେ ଛୁଇଁବ ବୋଲି ମଧ୍ୟ କୁହାଯାଉଥିଲା । କିନ୍ତୁ ସେଭଳି କିଛି ହୋଇନାହିଁ…

Continue reading
ରାଜ୍ୟପାଳଙ୍କ ବୋହୂ ଜିତିଲେ

ଭୁବନେଶ୍ୱର : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ପୂର୍ଣ୍ଣିମାଙ୍କୁ…

Continue reading
ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ହାରିଲେ

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିର୍ବାଚନ ହାରିବା ନିଶ୍ଚିତ ହୋଇସାରିଛି । ତେବେ ଗଣତି ଚାଲିଥିବାରୁ କେବଳ ଭୋଟ୍‌ ବ୍ୟବଧାନକୁ ହିଁ ଅପେକ୍ଷା ରହିଛି । ଓଡ଼ିଶାର ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ…

Continue reading
ମ୍ୟାଟ୍ରିକ ପରୀକ୍ଷା ଫର୍ମ ପୂରଣର ଅବଧି ବଢିଲା

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ପ୍ରେସ୍ ରିଲିଜ୍ ମାଧ୍ୟମରେ ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି…

Continue reading
ଚନ୍ଦାପଣର ଶିକାର ହେଉଛନ୍ତି କି?

ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଏ । ଶରୀରରେ ମେଟାବଲିଜମର ମାତ୍ରା ବଢିଥାଏ । ଭାରତରେ ପ୍ରତି ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରେ ଚନ୍ଦାପଣର ସମସ୍ୟା ଦେଖାଯାଏ । ଅକାଳରେ ଚୁଟି ଝଡିପଡ଼େ…

Continue reading
ଭୃଷଙ୍ଗ ପତ୍ର ଖାଇବାର ସ୍ୱାସ୍ଥ୍ୟଗତ ଲାଭ : ରୋଗରୁ ମିଳିବ ମୁକ୍ତି

ଭୃଷଙ୍ଗ ପତ୍ରରେ ରହିଛି ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍ , ଭିଟାମିନ୍ –ଏ ଓ ମାଗ୍ନେସିଅମ୍ ଭଳି ନ୍ୟୁଟ୍ରିଏଣ୍ଟସ୍ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି…

Continue reading