ନବୀକରଣୀୟ ଶକ୍ତିର ସମନ୍ୱୟକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପ୍ରୋଜେକ୍ଟ ନୀତି

ଭୁବନେଶ୍ୱର-୧୯/୦୯/୨୦୨୫: ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପ୍ରୋଜେକ୍ଟ (PSPs) ଭାରତର ଶକ୍ତି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବରେ ବିକଶିତ ହେଉଛି। ଅଧିକ ବିଦ୍ୟୁତ ଚାହିଦା ନ ଥିବା ସମୟ(off-peak hour)ରେ ଅତିରିକ୍ତ ଶକ୍ତିକୁ ସଂରକ୍ଷଣ କରି ଏବଂ ଅଧିକ ଚାହିଦା (peak…

Continue reading