ସରିଲା ରାଜ୍ୟସଭା ନିର୍ବାଚନ: ଜାଣନ୍ତୁ, କାହାକୁ ମିଳିଛି କେତେ ଭୋଟ୍ ?

ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଓଡ଼ିଶାର 4ଟି ରାଜ୍ୟସଭା ନିର୍ବାଚନ ସିଟ୍ ପାଇଁ ମତଦାନ ସରି, ଆସିଛି ଫଳାଫଳ । ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଜିତିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ…

Continue reading
କ୍ରସ ଭୋଟିଂ କଲେ 8 ବିଧାୟକ, କାର୍ଯ୍ୟାନୁଷ୍ଠାନ ନେବେ କି ନବୀନ ?

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ବଦଳୁଛି ସମିକରଣ । ବିଜେଡିରେ ହୋଇଛି ବଡ଼ ବିସ୍ଫୋରଣ । ଯାହା ପୂର୍ବରୁ ବିଜେଡିରେ କେବେ ହୋଇନଥିଲା ତାହା ଆଜି ହୋଇଛି । ତାହା ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହୋଇଛି । ଜଣଙ୍କ…

Continue reading
ବଡ଼ ଖବର: ନିଲମ୍ବିତ ହେଲେ ୩ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା କ୍ରସଭୋଟିଂ । ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ଅଭିଯୋଗରେ କଂଗ୍ରେସର ୩ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ସୋଫିଆ ଫିଦେ୍ର୍ଧାସ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ । ସମ୍ପୃକ୍ତ ୩…

Continue reading
ମୁଁ ମୋ ବିବେକ ଅନୁସାରେ ଭୋଟ୍ ଦେଇଛି: ଅରବିନ୍ଦ

ଭୁବନେଶ୍ବର : ପ୍ରକାଶ ପାଇଛି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନରେ ବିଜୟୀ ହୋଇଛନ୍ତି ଦିଲ୍ଲୀପ ରାୟ । ବିଜେଡି, କଂଗ୍ରେସ ଏବଂ ବିଜେଡି ନିଲମ୍ବିତ ବିଧାୟକମାନେ କ୍ରସ ଭୋଟିଂ କରିଥିବା ନେଇ ଅଭିଯୋଗ ହୋଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପାଟକୁରା ବିଧାୟକ…

Continue reading
ଫଳାଫଳକୁ ନେଇ ମୋର କୌଣସି ଅବଶୋଷ ନାହିଁ : ଦତ୍ତେଶ୍ବର

ଭୁବନେଶ୍ବର : ରାଜ୍ୟସଭାର ଚତୁର୍ଥ ଆସନରେ ପ୍ରାର୍ଥୀ ହୋଇଥିବା ଦତ୍ତେଶ୍ବର ହୋତା ପରାସ୍ତ ହୋଇଛନ୍ତି । ଦିଲ୍ଲୀ ରାୟ ବିଜୟୀ ହୋଇଛନ୍ତି । ପରାଜୟ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଦତ୍ତେଶ୍ବର ହୋତା । ବିଧାୟକଙ୍କ ସହ ଦେଖା କରିବା…

Continue reading
ବଡ଼ ଖବର: ଦେବୀରଞ୍ଜନ ତ୍ରିପାଠୀ ବି କଲେ କ୍ରସଭୋଟିଂ

ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଚାଲିଥିବାବେଳେ କ୍ରସଭୋଟିଂ ରାଜନୀତିରେ ଆଉ ଜଣେ ବିଜେଡି ବିଧାୟକ ସାମିଲ ହୋଇଛନ୍ତି । ସେ ହେଉଛନ୍ତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ସେ ଗଣାମଧ୍ୟମ ସମ୍ମୁଖରେ ଖୋଲାଖୋଲିଭାବେ…

Continue reading
ବାପାଙ୍କ ପ୍ରତି ଅତ୍ୟାଚାରର ମୁଁ ପ୍ରତିଶୋଧ ନେଇଛି :ସୌଭିକ

ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ଚାଲିଛି ମତଦାନ। ସେପଟେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ କ୍ରସଭୋଟିଂ କରିଥିବା ନିଜେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାହାର ମୁଁ ପ୍ରତିଶୋଧ ନେଇଛି। ବିଜୁ ପଟ୍ଟନାୟକଙ୍କ…

Continue reading
ମାନିଲେ ସୌଭିକ: କ୍ରସଭୋଟିଂ କରିଛି

ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ଚାଲିଛି ମତଦାନ। ସେପଟେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ କ୍ରସଭୋଟିଂ କରିଥିବା ନିଜେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି ।ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦ ଯାହା ଉପରେ ଅଛି ମୁଁ ତାଙ୍କୁ ଭୋଟ ଦେଇଛି ବୋଲି…

Continue reading
ସନା ଓ ଅରବିନ୍ଦଙ୍କ କ୍ରସଭୋଟିଂ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସଭୋଟିଂ କରିଥିବା କୁହାଯାଉଛି । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେବା ପରେ କହିଥିଲେ ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି…

Continue reading
କ୍ରସଭୋଟିଂ: କଂଗ୍ରେସର ୩, ବିଜେଡିର ୩

ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ଚାଲିଛି ମତଦାନ। ସେପଟେ କଂଗ୍ରେସର ତିନି ତିନି ଜଣ ବିଧାୟକ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିବାର ସାଂଘାତିକ ଅଭିଯୋଗ ହେଉଛି। କଂଗ୍ରେସର ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ଓ ରମେଶ ଜେନା…

Continue reading