ପିସିସି ସଭାପତି ଯାହାକୁ କହିଲେ ତାଙ୍କୁ ଭୋଟ ଦେଇଛି:ଦାଶରଥି ଗମାଙ୍ଗ
ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି, ପିସିସି ସଭାପତି ଯାହାକୁ କହିଲେ ତାଙ୍କୁ ଭୋଟ ଦେଇଛି। ଯାହାଙ୍କୁ ନିର୍ଣ୍ଣୟ କରିଥିଲି…












