ଆଜି ରାଜ୍ୟସଭା ନିର୍ବାଚନ : ୪ ଆସନ ପାଇଁ ମତଦାନ

ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାରେ ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସକାଳ ୯ରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ୧୪୭ ବିଧାୟକ ନିଜ ମତାଧିକାର ସାବ୍ୟସ୍ତ…

Continue reading
ସଂତୃପ୍ତ ମିଶ୍ର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟସଭା ପାର୍ଥି ସଂତୃପ୍ତ ମିଶ୍ର ଦାଖଲ କରିଥିବା ସତ୍ୟପାଠକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର…

Continue reading
ଆମ ବିଧାୟକଙ୍କୁ ୫ କୋଟି ଲେଖାଏଁ ଯାଚୁଛନ୍ତି: ସପ୍ତଗିରି

ଭୁବନେଶ୍ୱର: ସୋମବାର ରାଜ୍ୟସଭା ନିର୍ବାଚନ । ଏହା ପୂର୍ବରୁ ତିନି ଦଳକୁ ଘୋଡ଼ା ବେପାର ଓ କ୍ରସଭୋଟିଂ ଡର ଥିବାବେଳେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଆମ ବିଧାୟକମାନଙ୍କୁ ଟ୍ରାପ…

Continue reading
ରାଜ୍ୟସଭା ନିର୍ବାଚନ: ଆଦୌ ସ୍ବାଭାବିକ ହେବନି ମତଦାନ!

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ଆଦୌ ସ୍ବାଭାବିକ ହେବନି ମତଦାନ। ବିରୋଧୀ ବିଜେଡି ଓ କଂଗ୍ରେସରେ କିଛି ଭୋଟ୍ ଗଡ଼ବଡ଼ ହେବା ଥୟ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ କିଛି ବିଧାୟକ…

Continue reading
ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ:ମୈଦାନରେ ଅଛନ୍ତି ୫ ଯୋଦ୍ଧା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ମୈଦାନରେ ଅଛନ୍ତି ୫ ଯୋଦ୍ଧା। ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ ରୋଚକ ଲଢ଼େଇ ଉପରେ ଏବେ ସମସ୍ତଙ୍କର ନଜର ଅଟକିଛି।ଚତୁର୍ଥ ସିଟରେ ଦିଲ୍ଲୀପ ରାୟ ଓ…

Continue reading
ରାଜ୍ୟସଭା ଭୋଟ ଟେନ୍‌ସନ୍

ଭୁବନେଶ୍ୱର: କଂଗ୍ରେସର ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଦଳୀୟ ନେତୃତ୍ୱଙ୍କ ଯୋଗାଯୋଗ ବାହାରେ । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସ ନେତୃତ୍ୱଙ୍କ ରାଜ୍ୟସଭା ନିଷ୍ପତ୍ତିକୁ ନାପସନ୍ଦ କରି ବର୍ଷିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଆଭିମୁଖ୍ୟ ନେଇ…

Continue reading
ପାରାଦୀପ ଗଲେ ବିଜେପି ବିଧାୟକ

ଭୁବନେଶ୍ଵର : ସୋମବାର ରାଜ୍ୟସଭା ନିର୍ବାଚନ। ହେଲେ ସଭିଙ୍କୁ ଘାରିଛି ଘୋଡ଼ା ବେପାରର ଭୟ। ଭୋଟ ନାକଚ ଭୟ। ଏହାରି ଭିତରେ ବିଜେପି ବିଧାୟକ ଯାଇଛନ୍ତି ପାରାଦୀପ। ଭୁବନେଶ୍ଵରରୁ ଦୁଇଟି ସ୍ଵତନ୍ତ୍ର ବସରେ ଯାଇଛନ୍ତି। ରାଜ୍ୟସଭା ପ୍ରାର୍ଥୀଙ୍କୁ କେମିତି ଭୋଟ୍ ଦିଆଯିବ…

Continue reading
ରାଜ୍ୟ ସଭା ନିର୍ବାଚନ: ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର: ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି, ରାଜ୍ୟ ସଭା ଭୋଟ କେନ୍ଦ୍ର ପାଖରେ ଚୌକି ଧରି ବସିବେ। ସମ୍ପୃକ୍ତ ଦଳୀୟ ବିଧାୟକମାନେ ଭୋଟ…

Continue reading
ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇନି: ସୋଫିଆ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସ ବିଧାୟକ ସୋଫିଆ ଫିଦେ୍ର୍ଧାଷ ଶନିବାର ବିଜେଡି ସହ କଂଗ୍ରେସର ବୁଝାମଣାକୁ ନେଇ ବିଷୋଦଗାର କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟସଭା…

Continue reading
ବିଜେଡି ବୁଡ଼ିଲା ଡଙ୍ଗା, ସେ ଡଙ୍ଗାରେ କିଏ ବସିବ:ଜୟନାରାୟଣ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ଘୋଡ଼ା ବେପାରକୁ ନେଇ ପରସ୍ପରକୁ ଉଭୟ ଆକ୍ଷେପ କରିଛନ୍ତି । ବିଜେପି ଘୋଡ଼ା ବେପାର କରୁଛି ବୋଲି ନବୀନ କହିବାସହ…

Continue reading