୧୫୭ ସୁଭଦ୍ରା ଆବେଦନକାରୀ ହେଉଛନ୍ତି ବିଜେପି କର୍ମୀ: ପ୍ରମିଳା
ଭୁବନେଶ୍ବର: ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଭଦ୍ରା ଯୋଜନା । ହେଲେ ଏହି ମହିଳାକୈନ୍ଦ୍ରିକ ଯୋଜନାରେ ଟଙ୍କା ପାଇବାକୁ ପୁରୁଷମାନେ ଆବେଦନ କରିଥିବା ଘଟଣା ସାମନାକୁ ଆସିଛି । ଯାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ରାଜନୀତି…












