୧୪ ପୂର୍ବତନ ବିଧାୟକ ଛାଡ଼ିନାହାନ୍ତି କ୍ୱାର୍ଟର୍ସ

ଭୁବନେଶ୍ୱର: ନିର୍ବାଚନର ଦୀର୍ଘ ମାସ ପରେ ବି କିଛି ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି । ଏହି ତାଲିକାରେ ମୋଟ ୧୪ ଜଣ ରହିଛନ୍ତି । ସୋମବାର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଧାନସଭାରେ…

Continue reading
ପିଏମଜି ତାତି:ରୁଲିଂ ଦାବି କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ପିଏମଜି ତାତି ପ୍ରସଙ୍ଗ । ଆଜି ବିଧାନସଭାରେ ବିଜେଡି ସଦସ୍ୟ ଏମବିକେ ଓ ସିଆରପିମାନେ ଲୋୟର ପିଏମଜିରେ କରୁଥିବା ଆନେ୍ଦାଳନ ପ୍ରସଙ୍ଗ ଉଠାଇଛନ୍ତି । ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରୁଲିଂ…

Continue reading
ଆଜି ନାମାଙ୍କନ ଭରିବେ ସୁଜିତ୍‌ କୁମାର

ଭୁବନେଶ୍ୱର: ରାଜ୍ୟ ସଭା ପାଇଁ ସୁଜିତ୍‌ କୁମାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିବେ। ତେବେ ସେ ଆଜି ବିଧାନସଭାରେ ତାଙ୍କର ଏହି ନାମାଙ୍କନ ଭରିବେ। ସୁଜିତ୍‌ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।ଏନେଇ ସେ ପ୍ରଥମେ ରାଜ୍ୟ…

Continue reading
ବିଜେପି ଅଫିସରେ ସୁଜିତ

ଭୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ କୁମାର । ଏନେଇ ସେ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି । ନାମାଙ୍କନ ପୂର୍ବରୁ ସୁଜିତ କୁମାର ରାଜ୍ୟ ବିଜେପି ଅଫିସରେ ରାଜ୍ୟ ସଭାପତିି ମନମୋହନ ସାମଲଙ୍କ ସହ…

Continue reading
ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ

ଭୁବନେଶ୍ବର: ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍‌ଣରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। କଂ‌ଗ୍ରେସର ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଏହାରି ମଧ୍ୟରେ…

Continue reading
ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବ କାହିଁକି: କଂଗ୍ରେସ

ଭୁବନେଶ୍ବର: ପୋଲାଭରମ୍ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ବିଧାନସଭାରେ ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପୋଲାଭରମ୍‌ ପ୍ରସଙ୍ଗରେ ଓଡ଼ିଶା ବୁଡୁଥିବାବେଳେ, ଆନ୍ଧ୍ରପ୍ରଦେଶ ହସୁଛି । କିନ୍ତୁ ଓଡ଼ିଶା ସରକାର ନୀରବତା…

Continue reading
ବିଧାନସଭାରେ ‘ପୋଲାଭରମ’ଝଡ଼

ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ କଂଗ୍ରେସ ସହ ସ୍ୱର ମିଳାଇ ବିଜେଡି ଆଜି ଗୃହରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଲତବୀ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ କରିବାରୁ…

Continue reading
ଦୀର୍ଘ ପ୍ରଶ୍ନକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର: ଗୁରୁବାର ପ୍ରଶ୍ନକାଳରେ ଶାସକ ବିଜେପି ପକ୍ଷରୁ ହଟ୍ଟଗୋଳ କରାଯାଇଛି । ପ୍ରଶ୍ନକାଳରେ ବିଜେଡି ବିଧାୟକ ରାଜା ସ୍ୱାଇଁଙ୍କ ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ରାଜା ସ୍ୱାଇଁଙ୍କ ଦୀର୍ଘ ପ୍ରଶ୍ନକୁ ନେଇ ବିଜେପି ବିଧାୟକ ସନାତନ…

Continue reading
ବଦନାମ କରିବାକୁ ଆଳୁର କୃତ୍ରିମ ଅଭାବ କଲେ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଆଳୁ ଦର ୫୦ । ଯାହାକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାରି ଭିତରେ ରାଜ୍ୟରେ ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।…

Continue reading
ସରକାରୀ ଜମିରେ ଘର ହୋଇଥିଲେ ଚଢିବ ବୁଲ୍‌ଡୋଜର

ଭୁବନେଶ୍ୱର: ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର। ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ଗରିବଙ୍କୁ ପଟ୍ଟା…

Continue reading