ପିସିସି ସଭାପତି ନିଯୁକ୍ତି ଆହୁରି ବିଳମ୍ବ ହେବ!
ଭୁବନେଶ୍ୱର: ଲମ୍ବୁଛି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ପ୍ରକ୍ରିୟା । ଚୟନ କମିଟି ଗସ୍ତର ପାଖାପାଖି ଦୁଇ ସପ୍ତାହ ପରେ ବି ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ…
ଭୁବନେଶ୍ୱର: ଲମ୍ବୁଛି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ପ୍ରକ୍ରିୟା । ଚୟନ କମିଟି ଗସ୍ତର ପାଖାପାଖି ଦୁଇ ସପ୍ତାହ ପରେ ବି ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ…
ବିଜେଡିକୁ ବଡ଼ ଝଟ୍କା। ବିଜେଡି ହାତରୁ ଗଲା ଆଉ ଗୋଟିଏ ବ୍ଲକ୍। ଅନାସ୍ଥାରେ ହାରିଲେ ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକ। ଆଜି ହୋଇଥିବା ଅନାସ୍ଥା ଭୋଟ୍ରେ ୧୭ ଜଣ ଅଧ୍ୟକ୍ଷାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ୪୪ ଖଣ୍ଡ ଭୋଟ୍…
ଢେଙ୍କାନାଳ:ପଦ ହରାଇଲେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ପଡ଼ିଲା ୪୪ଟି ଭୋଟ । ତେବେ ତାଙ୍କ ସପକ୍ଷରେ ୧୭ଟି ଭୋଟ ପଡ଼ିଥିବାବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି । ୨ ବିଧାୟକ, ଢେଙ୍କାନାଳ…
ଭୁବନେଶ୍ୱର: ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ।…
କଟକ: ବାଲିଯାତ୍ରା ଉଦ୍ଘାଟନୀ କାର୍ୟ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି ସିଲ୍ଭର୍ ସିଟି ବୋଟ୍ କ୍ଲବ୍ରୁ ବୋଇତ ଯୋଗେ ଗଡ଼ଗଡିଆ ଘାଟରେ ପହଞ୍ଚିଥିଲେ। ସେଠାରୁ ଅତିଥିଙ୍କୁ ଦକ୍ଷିଣ ଏସିୟ ପାଭିଲିୟନ ସମେତ…
ଭୁବନେଶ୍ୱର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି,”ସମବାୟ ବିଭାଗରେ ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ହେବ ତଦନ୍ତ । ପ୍ରମାଣ ହେଲେ, ଦୋଷୀକୁ ଦଣ୍ଡ ଦିଆଯିବ । ସମବାୟ ବିଭାଗର ରିଫର୍ମ କରାଯାଉଛି । ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ…
ଭୁବନେଶ୍ବର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚେତାବନୀ । କହିଲେ,”ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ । ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହଜାର…
ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଷ୍ଟେଟ୍ ବନାମ ଜୟନାରାୟଣ ମାମଲାର ଶୁଣାଣି ପରେ ଜୋର ଧରିଛି ରାଜନୈତିକ ବୟାନବାଜି। ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିରୋଧୀ ନେତାମାନେ କଡା ନିନ୍ଦା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ନାମୁଞ୍ଜର ପରେ…
ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଏହି କାରବୀୟ ଆଇଲ୍ୟାଣ୍ଡ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର୍’ ଘୋଷଣା କରାଯାଇଛି। କୋଭିଡ୍-୧୯ ସମୟରେ ଭାରତରୁ ୭୦ ହଜାର କୋଭିଡ୍ ଟିକା…
ଭୁବନେଶ୍ୱର:କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ ହେବ ବୋଲି ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏହାସହ ସେ କହିଛନ୍ତି ଯେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚେକିଂ କଡ଼ାକଡ଼ି କରାଯିବ । ସିସିଟିଭ ଲଗାଯିବ ସହ ପାଟ୍ରୋଲିଂ କରାଯିବ ।…