ସମୟକୁ ଅପେକ୍ଷା କରିଥିଲି, ପ୍ରତିଶୋଧ ନେଲି:ରମେଶ

ଭୁବନେଶ୍ୱର: ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା। ସମୟକୁ ଅପେକ୍ଷା କରିଥିଲି, ପ୍ରତିଶୋଧ ନେଲି। କ୍ରସ୍ ଭୋଟିଂ ନେଇ ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା। ଆଜି ପ୍ରେସମିଟରେ ସେ କହିଛନ୍ତି, ବିଜେଡି ଯେଉଁ ହଇରାଣ କରିଛି,…

Continue reading
୩ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ଫିରଦୌଷ କ୍ରସ ଭୋଟ ଦେଇଥିଲେ ।…

Continue reading
ପାଣ୍ଡିଆନଙ୍କ କବଜାରେ ବିଜେଡି: ଦେବୀରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର: ବିଷ ଓଗାଳିଲେ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ରାଜ୍ୟସଭା ନିର୍ବାଚନ ପରେ ବିଜେଡିର ଗୋଟିଏ ପରେ ଗୋଟିଏ ଭିତିରି କଥା ବାହାରକୁ ଆଣୁଛନ୍ତି ଶ୍ରୀ ତ୍ରିପାଠୀ । ବୁଧବାର ସେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ…

Continue reading
ଟ୍ରଷ୍ଟ ଗଠନ ନେଇ ଏହା କହିଲେ ନବୀନ

ଭୁବନେଶ୍ୱର: ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ । ‘ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ’ । ‘ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ , ମୁଁ, ମୋ ଭାଇଭଉଣୀ…

Continue reading
ବିଧାନସଭାରେ ଆମ ସଂଖ୍ୟା ୯୩: ସନ୍ତୋଷ ଖଟୁଆ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପରେ ଓଡ଼ିଶା ରାଜନୀତି ଏବେ ଉଠୁଛି ପଡ଼ୁଛି । ଏହାରି ଭିତରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ବିଧାନସଭାରେ ଆମ(ବିଜେପି) ସଂଖ୍ୟା ଏବେ ୯୩ ବୋଲି ସେ କହିଛନ୍ତି ।…

Continue reading
ପୁଣି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ମଙ୍ଗଳବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ । ତେବେ ଆଜି ଅର୍ଥାତ ବୁଧବାର ପୁଣି ନବୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

Continue reading
ଦେବୀ ରଞ୍ଜନଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

କଟକ : ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ରାଜ୍ୟସଭାରେ କ୍ରସ୍‌ଭୋଟିଂ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚକ୍‌ମା ଦେଇଛନ୍ତି । ଏକଦା ବିଜେଡିର ‘ଯୁବ ସେନାପତି’ ବୋଲାଉଥିବା ଦେବୀଙ୍କ ଏଭଳି ଆକ୍ସନ୍‌ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ଭୁଲ୍‌ ପ୍ରମାଣିତ କରିଛି…

Continue reading
ଟାଇଗର ଘାସ ଖାଇଦେଲା : ଭକ୍ତ ଦାସ

କଟକ: ରାଜ୍ୟ ସଭା ନିର୍ବାଚନରେ ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ସେମାନଙ୍କ ଭଲ ଭବିଷ୍ୟତ ଥିଲା। ସେମାନେ…

Continue reading
କଂଗ୍ରେସ ସୋଫିଆଙ୍କୁ ଅଣଦେଖା କରୁଥିଲା:ମୋକିମ

ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍‌ ଭୋଟିଂ କରିଥିଲେ। କଂଗ୍ରେସ ଏହି ୩ ଜଣଙ୍କୁ…

Continue reading
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ’ଣ ନିଆଁ ଲଗାଇ ଦେଲେ କି ?

ଭୁବନେଶ୍ଵର: ଏସସିବି ମେଡିକାଲ ନିଆଁରେ ରାଜ୍ୟ ରାଜନୀତିରେ ତାତି। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ’ଣ ନିଆଁ…

Continue reading