ଜଙ୍ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ: ଥାନାରେ ମାମଲା

ଭୁବନେଶ୍ଵର : ଜଣେ ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଚିତା କୁଟାଯିବା ଏବଂ ସାମାଜିକ ଗଣମାଧ୍ୟମରେ ଏହା ପ୍ରଘଟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣାକୁ କିଛି ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିବା ସହ ସହିଦନଗର ଥାନାରେ ଲିଖିତ…

Continue reading
ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ପ୍ରସିଦ୍ଧ ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜୋରନ୍ଦା ଅଲେଖ ମହିମା ଗାଦିରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସନ୍ଧ୍ୟାରେ ଜୋରନ୍ଦାରେ ପହଞ୍ଚିଥିଲେ…

Continue reading
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ରାଜ୍ୟ ଭିଜିଲାନ୍ସରେ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ…

Continue reading
ଚିଆ ସିଡ୍ସର ଉପକାରିତା

ଡାଏଟ୍ କଥା ଆସିଲେ ପ୍ରଥମେ ପ୍ରାଥମିକତା ଚିଆ ସିଡ୍ସକୁ ଦିଆଯାଏ। ଏହା ଓଜନ ନିୟନ୍ତ୍ରଣରେ ବେଶ୍ ସହାୟକ ହୁଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ଓମେଗା-୩ ଫ୍ୟାଟି ଏସିଡ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା…

Continue reading
ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ!

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ କହୁନାହୁଁ। ବରଂ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ତାଙ୍କ ପାଖରେ ଏବେ ମାତ୍ର…

Continue reading
ବର୍ଷା କ୍ଷୟକ୍ଷତିର ଆକଳନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ହେବ । କ୍ଷୟକ୍ଷତି ପାଇଁ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେପଟେ ଜିଲ୍ଲାପାଳ ତଥା ଆରସିଡିଙ୍କୁ ମଧ୍ୟ କ୍ଷୟକ୍ଷତିର ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । କ୍ଷୟକ୍ଷତି ଆକଳନ ପରେ…

Continue reading
ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା

ଭୁବନେଶ୍ୱର: ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା। ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ। ଆଉ ଦୀର୍ଘତମ ରାତିପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ଏନେଇ…

Continue reading
ସ୍ନାନ ପୂର୍ବରୁ ତୈଳ କାହିଁକି ଲଗାନ୍ତି ଜାଣନ୍ତୁ…

ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଏକ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି। ଦୈନନ୍ଦିନ ଆହାରବିହାର, ଖାଦ୍ୟପେୟ, ପୋଷାକ ପରିଧାନ ଆଦି ବାହ୍ୟ ଦେଶର ଚାଲିଚଳଣି ଚାକଚକ୍ୟକୁ ଅନୁକରଣ କରିବା ଏକ ଧାରାରେ ପରିଣତ ହୋଇଗଲାଣି। ଅଧିକାଂଶ ବ୍ୟକ୍ତି ଆମର ଦେଶୀୟ ଚାଲିଚଳଣି ପାରମ୍ପରିକ ରିତିନୀତିଠାରୁ…

Continue reading
ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ!

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’, ଫଲିକ୍‌ ଏସିଡ଼୍‌, ଲୌହ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଇତ୍ୟାଦି ଉପାଦାନ ଭରି ରହିଛି।…

Continue reading
ଘରେ ଝାଡ଼ୁକୁ ରଖୁଛନ୍ତି କି ?

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କଲେ ଶୁଭଫଳ ମିଳିଥାଏ, ଜାଣନ୍ତୁ ସେ ସମ୍ପର୍କରେ… * କଦାପି ଭାଙ୍ଗି ଯାଇଥିବା ଝାଡ଼ୁକୁ…

Continue reading