ସଠିକ୍ ଦିଗରେ ଏମିତି ରଖନ୍ତୁ ଫଳ ଓ ପନିପରିବା, ବଦଳିଯିବ ଭାଗ୍ୟ
ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି ଏବଂ ସାଜସଜ୍ଜା ହେଲେ ଏହାର ବାସିନ୍ଦାଙ୍କ ପ୍ରଗତିରେ କୌଣସି ବାଧା ଉପୁଜେ ନାହିଁ। ବିପରୀତରେ, ଯଦି ଘରର ବାସ୍ତୁ ତ୍ରୁଟିପୂର୍ଣ୍ଣ ଥାଏ, ତେବେ ଏହା ସେଠାରେ ରହୁଥିବା ଲୋକଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ…














