୧୪ ଓ ୧୫ରେ ହେବ ‘ଚିନ୍ତନ ଶିବିର’

ଭୁବନେଶ୍ୱର: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚଳିତ ନଭେମ୍ବର ୧୪ ଓ ୧୫ ତାରିଖରେ ଭୁବନେଶ୍ୱରସ୍ଥିତ ଆଇଟିସିଠାରେ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ ହେବାକୁ ଯାଉଛି । ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍‌ ଲକ୍ଷ୍ୟ ହାସଲ କରିବା…

Continue reading