ଆମେରିକାରେ ଧରାପଡିଲେ ଲରେନ୍ସ ବିଶ୍ନୋଇଙ୍କ ଭାଇ

କାଲିଫର୍ନିଆ: ଆମେରିକାର କାଲିଫର୍ନିଆରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କୁ କାବୁ କରାଯାଇଛି। ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। କେନ୍ଦ୍ରୀୟ ଗୃହ ବିଭାଗ କିମ୍ବା ଏନଆଇଏ ଏହି ବିଷୟରେ ସରକାରୀ ସୂଚନା ଦେଇପାରେ।…

Continue reading