ରାଷ୍ଟ୍ରୀୟ ବିଜେପିର ଛାଟରେ ଅଟକିଲା କି ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତି !!!
ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ବିଧାନସଭାର ଶୀତ ଅଧିବେଶନର ଶେଷ ମୁହୂର୍ତ୍ତରେ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ତିନୋଟି ବିଲ୍କୁ ସର୍ବସମ୍ମତିକ୍ରମେ ଗୃହରେ ପାରିତ କରାଯାଇଥିଲା । ଏହି ନିଷ୍ପତ୍ତିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ…


