ହାତରେ କଳା ପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ୱାର୍
ହାତରେ କଳା ପଟି ଆଉ ମୁହଁରେ କଳା ମାସ୍କ। ଧାରଣାରେ ବସିଲେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ତଥା ଏନ୍ସିପିର ମୁଖିଆ ଶରଦ ପାଓ୍ୱାର। ମହାରାଷ୍ଟ୍ରର ବଦଲାପୁର ସ୍କୁଲରେ ଦୁଇ ଛୋଟ ପିଲାଙ୍କୁ ଦିଆଯାଇଥିବା ଯୌନ ନିର୍ଯାତନା ବିରୋଧରେ ଧାରଣାରେ ବସିଛନ୍ତି। ମହାବିକାଶ ଅଘାଡି ଆଜି…


