ଅର୍ଥନୈତିକ ସମତାଯୁକ୍ତ ସମାଜ ଗଠନରେ ସମବାୟ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଜେଡି ସରକାର ସମୟରେ ସମବାୟ ସଂସ୍ଥା ଏକ ଦୁର୍ନୀତିଖୋର ସଂସ୍ଥାରେ ପରିଣତ ହୋଇଥିଲା । ସେତେବେଳେ ଏହି ସଂସ୍ଥାରେ ଯେଉଁଭଳି ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିଲା ତାହା ସମସ୍ତଙ୍କୁ ଜଣାଅଛି । ଏହି ଭ୍ରଷ୍ଟ ସରକାରର ପତନ ହେବା ପରେ…


