ରାହୁଲ ଗାନ୍ଧିଙ୍କ ଦୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ଆଜି ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଭାରତ ବ୍ୟତୀତ ରାହୁଲ ଗାନ୍ଧି ନିଜ ପାଖରେ ବ୍ରିଟେନର ନାଗରିକତା ରଖିଥିବା ଅଭିଯୋଗ ହୋଇଛି। ତାଙ୍କ ପାଖରେ ଦୁଇଟି ଦେଶର ନାଗରିକତା ରହିଥିବାରୁ…

Continue reading
ଆଇନ ମନ୍ତ୍ରୀଙ୍କୁ ଭେଟି ନ୍ୟାୟ ମାଗିଲେ ରାଣୀ ପ୍ରିୟଦର୍ଶିନୀ

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରି ଆଇନ୍ ମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କଲେ। ଗତ ତିନିଦିନ ତଳେ ପରିବହନ ବିଭାଗ ଓ କମିଶନରେଟ ପୁଲିସ ତାଙ୍କ ଘରକୁ ଯାଇ…

Continue reading
ସୁଜାତାଙ୍କ ଛୁଟି ଆବେଦନକୁ ଖାରଜ କଲେ ମୋହନ ସରକାର, ୬ମାସ ମାଗିଥିଲେ ଛୁଟି

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ ପଳାଇଥିବା ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ…

Continue reading
ଗାଡି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର, ବାଇକ୍ ଆରୋହୀ ମୃତ

ଗାଡ଼ି ଚେକିଂ ବେଳେ ଗ୍ୟାସ କଣ୍ଟେନର ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଯାଜପୁରର ପାଣିକୋଇଲି ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ପାଣିକୋଇଲି ଥାନା ସଠିପୁର ବ୍ରଜନଗର ଛକ ନିକଟରେ ୧୬ନଂ ଜାତୀୟ…

Continue reading
ନିର୍ବାଚନରେ ଅପ୍ରସାଙ୍ଗିକ ହେଉଛି ଗଣମାଧ୍ୟମ

ଏବେ ସମସ୍ତେ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ, ଆମେରିକାରେ ଶେଷ ହୋଇଥିବା ନିର୍ବାଚନରେ ସମ୍ବାଦ ଭିତ୍ତିକ ଗଣମାଧ୍ୟମଗୁଡ଼ିକ ଅପ୍ରାସଙ୍ଗିକ ବୋଲି ପ୍ରମାଣିତ ହୋଇଛି। ରାଜନୈତିକ ନେତା ବା ଭୋଟରମାନେ ଗଣମାଧ୍ୟମ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେଉଥିବାର ସାମାନ୍ୟତମ ସୂଚନା ଆମେରିକା ନିର୍ବାଚନରେ…

Continue reading
ଭବଙ୍କ ପାଇଁ ଅଡୁଆ ବଢିଲା : ପୁଣି ଯୋଡ଼ି ହେଲା ତିନି ମାମଲା

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ କାହିଁକି କରାଗଲା ମରଣାନ୍ତକ ଆକ୍ରମଣ? ଦୀର୍ଘ ସମୟ ଧରି ଆତଙ୍କରାଜ ଭିଆଇବା ସହ ଯାଜପୁର ଟାଉନଥାନା ଘେରାଉ ପଛର ରିଂ ମାଷ୍ଟର କିଏ? କେଉଁ ପରିସ୍ଥିତିରେ ବିରଜା ହାଟରେ ହୋଇଥିଲା ଗଣ୍ଡଗୋଳ? କାହା ନିର୍ଦ୍ଦେଶରେ ରାସ୍ତାରୋକ…

Continue reading
ସମ୍ବିଧାନରୁ ସାମଜବାଦୀ ଓ ଧର୍ମ ନିରପେକ୍ଷ ଶବ୍ଦ ହଟିବନି: ସୁପ୍ରିମ କୋର୍ଟ

ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଂଜୟ କୁମାରଙ୍କୁ ନେଇ ଗଠତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି…

Continue reading
ଜେଲ୍‌ରେ ପୂରାଇବୁ ନା ସସ୍‌ପେଣ୍ଡ କରିବୁ? କାହିଁକି ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍‌ ରାସ୍ତାରେ ଏନ୍‌ଏଚ୍‌ ଅଧିକାରୀଙ୍କୁ ଫୋନ୍‌ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ରାସ୍ତାକାମ…

Continue reading
ସ୍ମାର୍ଟମିଟର ନାଁରେ ଶୋଷଣ ଶିକାର ଉପଭୋକ୍ତା

ଭୁବନେଶ୍ୱର: ପୁରୁଣା ମିଟର ବଦଳାଉଛି ବିଦୁ୍ୟତ୍ ବିତରଣ କମ୍ପାନୀ ସଂସ୍ଥା ଟାଟା ପାୱାର । ବିନା ଅନୁମତିରେ ପୁରୁଣା ମିଟର କାଢ଼ି ନୂଆ ସ୍ମାର୍ଟ ମିଟର ବସାଉଛି କମ୍ପାନୀ । ରାଜ୍ୟର ଅନ୍ୟ ସ୍ଥାନ ଭଳି ମାଲକାନଗିରିରେ ମଧ୍ୟ ମିଟର ପରିବର୍ତ୍ତନ…

Continue reading
ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ

ସୋମବାରଠୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହା ପୂର୍ବରୁ ରବିବାର କେନ୍ଦ୍ର ସରକାରଙ୍କପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଚଳିତ ଅଧିବେଶନ କିପରି ସୁରୁଖୁରୁରେ ଚାଲିପାରିବ, ଏନେଇ ବିରୋଧୀ ଦଳ ମାନଙ୍କ ପାଖରୁ ସହଯୋଗ ଲୋଡ଼ିଛନ୍ତି ସରକାର। ପ୍ରତିରକ୍ଷାମନ୍ତ୍ରୀ…

Continue reading