ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ:ଦେବାଶିଷ ସାମନ୍ତରାୟ

କଟକ: ବାରବାଟୀରେ ଲାଇଟ ଲିଭିଯିବାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସନ୍ତୋଷ । ସେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ। ବାରବାଟୀ ଷ୍ଟାଡିୟମ ଏବେ ମଣ୍ଡପରେ ପରିଣତ ହୋଇଗଲାଣି । ଟିକେଟ କଳାବଜାରୀ ପାଇଁ ପୁଲିସକୁ…

Continue reading
‘ମୁଁ ବିଜେଡିରେ ଥିଲି, ଅଛି, ରହିବି’

ଭୁବନେଶ୍ଵର: ବିଧାନସଭାରେ ନବୀନଙ୍କ ତାଗିଦ୍ ପରେ ପ୍ରତିକ୍ରିୟା ରଖିଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼। ସେ କହିଛନ୍ତି ଯେ, ‘ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲି ବୋଲି ମୋତେ ନବୀନ ପଚାରିଥିଲେ, ଅସୁସ୍ଥତା ଯୋଗୁଁ ଆସିନଥିବା ତାଙ୍କୁ ଜଣାଇଥିଲି। ସେ ହେଉଛନ୍ତି…

Continue reading
ସନାଙ୍କୁ ନବୀନଙ୍କ ତେରଛା ବାଣ

ଭୁବନେଶ୍ୱର: ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଗୁରୁବାର ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ବିଧାନସଭାରେ ତେରଛା ବାଣ ମାରିଛନ୍ତି । ଗତକାଲି ଶଙ୍ଖଭବନରେ ବିଧାନସଭାର ବଜେଟ ଅଧିବେଶନ ନେଇ ବସିଥିବା ବିଜେଡି ବିଧାୟକ ଦଳ ବୈଠକୁ ସନାତନ ମହାକୁଡ଼ ଆସିନଥିଲେ…

Continue reading
ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ସରକାରଙ୍କୁ ଅକଳରେ ପକାଇବା ପାଇଁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କୁ ସାମ୍ନା କରିବାକୁ ସରକାରୀ ଦଳ ବିଜେପି ବି ପ୍ରସ୍ତୁତି କରିଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା…

Continue reading
ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନକୁ ନେଇ ସରକାରଙ୍କ ଠାରୁ ନେଇ ବିରୋଧୀଙ୍କ ପର୍ୟ୍ୟନ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଅଧିବେଶନ ପୂର୍ବରୁ ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଦଳର ସଭାପତି ତଥା…

Continue reading
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଆଉ ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ଅର୍ଥାତ ବୁଧବାର…

Continue reading
ଓଡିଶା କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ

ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ରାଜ୍ୟ ପିସିସି ସଭାପତି ହେଲେ ବରିଷ୍ଠ ରାଜନେତା ଭକ୍ତ ଦାସ । ଭକ୍ତ ଦାସ ହେଲେ ପିସିସି ସଭାପତି । ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସୂଚନା । ଦୀର୍ଘ ଦିନର…

Continue reading
ଦିଲ୍ଲୀ ଭୋଟ ଗଣତି: ​​ବିଜୟ ମୁହାଁ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ…

Continue reading
ଦିଲ୍ଲୀ ଭୋଟ ଗଣତି: ବିଜେପି-୪୫, ଆପ୍‌ ୨୫, କଂଗ୍ରେସ ଶୂନ

ନୂଆଦିଲ୍ଲୀ: କାହା ଭାଗ୍ୟରେ ଦିଲ୍ଲୀ? କିଏ ଗଢ଼ିବ ଦିଲ୍ଲୀରେ ସରକାର । କେଜ୍ରିୱାଲଙ୍କ ଆପ୍‌ର ଦବଦବା ଜାରି ରହିବ ନା ୨୬ ବର୍ଷ ପରେ ପୁଣି ଫେରିବ ବିଜେପି? ୧୯୯୮ରୁ ୨୦୧୩ ପର୍ୟ୍ୟନ୍ତ ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ…

Continue reading
ଦିଲ୍ଲୀ ଭୋଟ: କେଜ୍ରିୱାଲ, ଆତିଶୀ, ସିସୋଦିଆ ପଛୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ପ୍ରାରମ୍ଭିକ ପର୍ୟ୍ୟାୟରେ ଆମ ଆଦମୀ ପାର୍ଟି ତଥା ଆପ୍‌ର ବହୁ ବଡ଼ ବଡ଼ ନେତା ପଛରେ ରହିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ…

Continue reading