ଅବସର ନେଲେ ରୋହନ ବୋପନ୍ନା

ନୂଆଦିଲ୍ଲୀ: ଅବସର ନେଲେ ଭାରତୀୟ ଟେନିସ୍ କିମ୍ବଦନ୍ତୀ ରୋହନ ବୋପନ୍ନା। ଆଜି ଷ୍ଟାର ଟେନିସ୍ ଖେଳାଳି ନିଜର ଅବସର ଘୋଷଣା କରିଛନ୍ତି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ, ବୋପନ୍ନା ଏବଂ ଏନ. ଶ୍ରୀରାମ ବାଲାଜୀଙ୍କ ଦଳ, ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ…

Continue reading
ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟ୍ବେଣ୍ଟି୨୦

ହୋବାର୍ଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଆଜି ଖେଳାଯିବ। ୨ଟି ମ୍ୟାଚ୍‌ ପରେ ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ତେବେ ଭାରତ ପାଇଁ ଏହା ଏକ ଆଶ୍ବସ୍ତି ଯେ ଗତ ୨ଟି ମ୍ୟାଚ୍‌ରେ ଭାରତୀୟ…

Continue reading
ଟେନିସରୁ ସନ୍ନ୍ୟାସ ଘୋଷଣା କଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ,୦୧/୧୧: ଭାରତର ବରିଷ୍ଠ ଟେନିସ ଖେଳାଳି ରୋହନ ବୋପାନ୍ନାନ ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ୨୨ ବର୍ଷର ଲମ୍ବା କ୍ୟାରିୟରରେ ବିରାମ ଲଗାଇଛନ୍ତି ଏହି ତାରକା ଖେଳାଳି। ୪୫ ବର୍ଷୀୟ ଏହି ଖେଳାଳିଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ପ୍ୟାରିସ ମାଷ୍ଟର୍ସ ୨୦୨୫…

Continue reading
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ଏହା ୪ ମ୍ୟାଚ୍‌ର ଶୃଙ୍ଖଳା ହୋଇଯାଇଛି। ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବ ଟ୍ବେଣ୍ଟି୨୦ ମାନ୍ୟତାରେ ପ୍ରଥମ…

Continue reading
ମହିଳା ଦିନିକିଆ ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ଭାରତ

ନଭି ମୁମ୍ବଇ: ରେକର୍ଡ ୭ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ରୋମାଞ୍ଚକ ଭାବେ ୫ ୱିକେଟ୍‌ରେ ପରାସ୍ତ କରି ଭାରତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ…

Continue reading
ମହିଳା ବିଶ୍ବକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ନବି ମୁମ୍ବଇ: ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ରେ ଫର୍ମରେ ଥିବା ୭ ଥର ଚମ୍ପିଆନ୍‌ ଅଷ୍ଟ୍ରେଲିଆ ଗୁରୁବାର ଦ୍ବିତୀୟ ସେମିଫାଇନାଲରେ ଆୟୋଜକ ଭାରତକୁ ଭେଟିବ। ଲିଗ୍‌ ପର୍ୟ୍ୟାୟରେ ଅଷ୍ଟ୍ରେଲିଆ ସର୍ବାଧିକ ୧୩ ପଏଣ୍ଟ ପାଇ ଶୀର୍ଷରେ ଥିବା ବେଳେ ଭାରତ ୭…

Continue reading
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ବାତିଲ

କାନ୍‌ବେରା: ବର୍ଷା ​‌େ​ଯାଗୁଁ ଏଠାରେ ବୁଧବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ତେବେ ଯେତିକି ସମୟ ଖେଳ ହୋଇଥିଲା; ଏଥିରେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ତାଙ୍କର ପୁରୁଣା ବ୍ୟାଟିଂ ଫର୍ମ ଦେଖାଇଥିଲେ। ଶୁଭମନ…

Continue reading
ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିିରିଜ୍‌

କାନବେରା: ବିଶ୍ୱର ନଂ-୧ ତଥା ବିଶ୍ୱ ଚାମ୍ପିଅନ ଟିମ୍‌ ଭାରତ ଓ ନଂ-୨ ଟିମ୍‌ ତଥା ଆୟୋଜକ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳାଯିବ। ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ…

Continue reading
ରୋହିତଙ୍କ ଶତକ ଏବଂ ବିରାଟଙ୍କ ଅର୍ଦ୍ଧଶତକ: ଶେଷ ଦିନିକିଆ ଜିତିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ସିଡନୀରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଛି। ଅନ୍ତିମ ମ୍ୟାଚରେ ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬୯ ବଲ ବାକି ଥାଇ ୯ ଉଇକେଟରେ ପରାସ୍ତ…

Continue reading
ମାନ୍ଧାନା, ପ୍ରତୀକାଙ୍କ ଶତକ; ସେମିରେ ଭାରତ

ଇନ୍ଦୋର: ଭାରତୀୟ ମହିଳା କ୍ରିକେଟ୍‌ ଦଳ ପଞ୍ଚମ ଥର ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲରେ ପହଞ୍ଚିଛି। ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌କୁ ଭାରତ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୫୩ ରନ୍‌ରେ ଜିତି ଏହି କୃତିତ୍ବ ହାସଲ କରିଛି। ଦୁଇ ଥର ରନର୍ସଅପ୍‌ ହୋଇଥିବା…

Continue reading