ଇସ୍ତଫା ଦେଲେ ବିସିସିଆଇ ସଭାପତି ରୋଜର ବିନ୍ନି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ରିପୋର୍ଟ ଅନୁଯାୟୀ ବିସିଆଇ ସଭାପତି ରୋଜର ବିନ୍ନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବୋର୍ଡ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କୁ କାର୍ୟ୍ୟକାରୀ ସଭାପତି କରାଯାଇଛି । ଏବେ ସଭାପତିଙ୍କ…

Continue reading
ଆଜିଠାରୁ ଏସିଆ କପ୍‌ ପୁରୁ​‌ଷ ହକି ଚମ୍ପିଆନସିପ୍‌ ଆରମ୍ଭ

ନୂଆଦିଲ୍ଲୀ,29।08: ବିହାରର ରାଜଗିରିରେ ଚଳିତ ଆଜିଠାରୁ ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ ଖେଳାଯିବ। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ହେବାକୁଥିବା ଏହି ହକି ଚମ୍ପିଆନସିପ୍‌ରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ-ଏ ରେ ଭାରତ ସମେତ ଜାପାନ, ଚୀନ ଓ…

Continue reading
2030 ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବିଡ୍ ଦାଖଲକୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍, ଗୁଜରାଟର ଅହମ୍ମଦାବାଦରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଦେଶର ବିଡ୍ ଦାଖଲକୁ ଅନୁମୋଦନ କରିଛି। ବୁଧବାର ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ଯେଉଁଥିରେ ସହଯୋଗ ଚୁକ୍ତିନାମାକୁ ଅନୁମୋଦନ ଏବଂ ବିଡ୍ ସଫଳ…

Continue reading
ଆଇପିଏଲ୍‌ରୁ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ : ଆଇପିଏଲ୍‌ରୁ କ୍ରିକେଟର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ବୁଧବାର ଅବସର ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି କ୍ରିକେଟର। ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ସେ ଗତ ସିଜିନରେ…

Continue reading
୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ,୨୫/୦୮: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା…

Continue reading
ହକି ଚାମ୍ପିୟନସିପ୍‌: ରୌପ୍ୟ ପଦକ ଜିତିଥିବା ଓଡ଼ିଶା ପୁରୁଷ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର,୨୫/୦୮: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ…

Continue reading
କ୍ରିକେଟରୁ ସନ୍ନ୍ୟାସ ନେଲେ ପୂଜାରା

ନୂଆଦିଲ୍ଲୀ: କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ…

Continue reading
ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ୧୦୦ ମିଟର ରିଲେ​ରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର,24/08: ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତି‌ଯୋଗିତାରେ ଓଡ଼ିଶାକୁ ଶନିବାର ଗୋଟିଏ‌ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୪ଗୁଣା ୧୦୦ ମିଟର ରିଲେ​ରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ…

Continue reading
ବିସିସିଆଇ ଚୟନ କମିଟିରେ ସାମିଲ ହେବେ ପ୍ରଜ୍ଞାନ ଓଝା !

ଭୁବନେଶ୍ୱର: ବିସିସିଆଇର ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିର ଦୁଇ ଜଣ ସଦସ୍ୟଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ୟ୍ୟକାଳକୁ ଆସନ୍ତା ବର୍ଷ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି । ସେମିତି ଅନ୍ୟ ଦୁଇ ଜଣଙ୍କ ସ୍ଥାନ…

Continue reading
ଏସିଆ କପ୍‌ ପାଇଁ ଭାରତୀୟ ମହିଳା ଦଳରେ ଓଡ଼ିଶାର ମିଡ୍‌ଫିଲ୍ଡର ସୁନେଲିତା ଟୋପ୍ପୋ

ନୂଆଦିଲ୍ଲୀ,22/08: ଏସିଆ କପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବିଶ୍ବକପ୍‌ ଯୋଗ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମହାଦେଶୀୟ ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନର ହଙ୍ଗ୍‌ଝୁରେ ଖେଳାଯିବ। ଆହତ କାରଣରୁ ଭେ‌ଟେରାନ୍ ଗୋଲକିପର୍‌ ସବିତା…

Continue reading