ନକ୍‌ଭିଙ୍କଠାରୁ ଟ୍ରଫି ନେଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ପରେ ଷ୍ଟାଡିୟମ୍‌ରେ ନାଟକୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଚମ୍ପିଆନ୍ ଦଳ ଭାରତ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପ୍ରଥମଥର ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଲା। ଅପରେସନ ସିନ୍ଦୂର ପରେ କ୍ରିକେଟ ମଇଦାନରେ ଭାରତ…

Continue reading
ଏସିଆ କପ୍ କ୍ରିକେଟ: ବିଜୟ ମୁକୁଟ ପିନ୍ଧିଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା । ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପ୍ରଥମ ଥର…

Continue reading
ମିଥୁନ ମନହାସ ନୂଆ ବିସିସିଆଇ ସଭାପତି

ମିଥୁନ ମନହାସ ବିସିସିଆଇର ନୂଆ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ରବିବାର BCCIର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପରେ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି। ମିଥୁନ ମନହାସ ବିସିସିଆଇର ୩୭ତମ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।…

Continue reading
ଆଜି ଭାରତ-ପାକିସ୍ତାନ ଏସିଆ କପ୍‌ ଫାଇନାଲ

ଦୁବାଇ : ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌ ଟି-୨୦ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ଆଜି ଖେଳାଯିବ। ଦୁଇ ପଡୋଶୀ ଦେଶ ମଧ୍ୟରେ ଖେଳାଯାଉଥିବା ସମସ୍ତ କ୍ରିକେଟ ମ୍ୟାଚ୍‌ ହାଇଭୋଲଟେଜ୍‌ ଲଢେ଼ଇ ହୋଇଥାଏ। ଏଣୁ ଆଜିର ଫାଇନାଲ…

Continue reading
ଯୁଗଳ ସାମଲ ଭାରତୀୟ ଟେଷ୍ଟ ଦଳର ପ୍ରବନ୍ଧକ ନିଯୁକ୍ତ

କଟକ : ଆସନ୍ତା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ ହୋଇଛନ୍ତି । ପ୍ରଥମ ଟେଷ୍ଟ ଆସନ୍ତା ଅକ୍ଟୋବର ୨ରୁ ୬ତାରିଖ ମଧ୍ୟରେ ଅହମ୍ମଦାବାଦ୍‌ରେ ଏବଂ ଦ୍ୱିତୀୟ…

Continue reading
ଏସିଆ କପ୍‌ : ରବିବାର ଭାରତ-ପାକିସ୍ତାନ ଫାଇନାଲ

ଦୁବାଇ : ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମଥର ଏସିଆ କପ୍‌ କ୍ରିକେଟ ଫାଇନାଲ ମୁକାବିଲା ହେବ। ଚଳିତବର୍ଷ ଟି-୨୦ ଫର୍ମାଟରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଦୁବାଇରେ ରବିବାର ୨୮ ତାରିଖରେ ଖେଳାଯିବ। ସୁପର-୪ ପର୍ୟ୍ୟାୟରେ ଉଭୟ ପାକିସ୍ତାନ…

Continue reading
୨ ପାକିସ୍ତାନୀ କ୍ରିକେଟରଙ୍କ ନାଁରେ ଆଇସିସିରେ ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନ ଖେଳାଳିଙ୍କୁ ମହଙ୍ଗା ପଡିବା ଗନ୍‍ ଫାୟାର ସେଲିବ୍ରେସନ୍‍ । କ୍ରିକେଟ ମଇଦାନରେ ପାକ୍‍ ଖେଳାଳିଙ୍କ ଔଦ୍ଧତ୍ୟ ଆଚରଣ ବିରୋଧରେ ଆଇସିସି ନିକଟରେ ଫେରାଦ ହୋଇଛି ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍‍ ରୌଫ୍‍ ଓ ସାହିଦଜାଦା ଫରହାନଙ୍କ ନାଁରେ…

Continue reading
ଏସିଆ କପ୍‍: ଫାଇନାଲରେ ଭାରତ

ଦୁବାଇ: ପ୍ରଥମ ଦଳ ଭାବେ ଏସିଆ କପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ବୁଧବାର ସୁପର-୪ ମ୍ୟାଚ୍‌ରେ ବାଂଲାଦେଶକୁ ୪୧ ରନ୍‌ରେ ହରାଇ ଭାରତ କ୍ରମାଗତ ୨ୟ ବିଜୟ ହାସଲକରି ଟ୍ରଫି ପାଇଁ ଲଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛି। ଅଭିଷେକ ଶର୍ମାଙ୍କ…

Continue reading
ଏସିଆ କପ୍‌ ଆଜି ଭାରତ-ବାଂଲାଦେଶ ମ୍ୟାଚ୍‌

ଦୁବାଇ,24।09: ଭାରତୀୟ କ୍ରିକେଟ୍ ଦଳ ଆଜି ପଡ଼ୋଶୀ ବାଂଲାଦେଶକୁ ଭେଟିବ। ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟ୍‌ରେ ଏବଂ ବାଂଲାଦେଶ ୪ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଏହି ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଉଭୟ ଆତ୍ମବିଶ୍ବାସରେ ରହିଛନ୍ତି। ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଚଳିତ…

Continue reading
ଏସିଆ କପ୍‌: ପୁଣି ହାତ ମିଳାଇଲେ ନାହିଁ ସୂର୍ୟ୍ୟକୁମାର, ସଲ୍‌ମାନ

ଦୁବାଇ: ଚଳିତ ଏସିଆ କପ୍‌ରେ ଲିଗ୍ ମ୍ୟାଟ୍‌ର ପୁନରାବୃତ୍ତି ସୁପର-୪ ମ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଗତ ରବିବାର ଲିଗ୍ ମ୍ୟାଟ୍‌ରେ ଭାରତୀୟ ଅଧୂନାୟକ ସୁର୍ୟ୍ୟକୁମାର ଯାଦବ ଓ ପାକିସ୍ତାନ ଅଧୂନାୟକ ସଲମାନ ଆଗା ଟସ୍ ବେଳେ ହାତ ମିଳାଇ…

Continue reading