ମହିଳା କ୍ରିକେଟ୍ ବିଶ୍ବକପ୍: ପାକିସ୍ତାନକୁ ହରାଇଲା ଭାରତ
ନୂଆଦି୍ଲ୍ଲୀ:୨୦୨୫ ମହିଳା କ୍ରିକେଟ୍ ବିଶ୍ବକପ୍ର୍ ପାକିସ୍ତାନ ଦଳକୁ ଭାରତୀୟ ଦଳ ବିଶାଳ ସ୍କୋର ବ୍ୟବଧାନରେ ପରାସ୍ତ କରିଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି୨୪୭ ରନ୍…















