ପୁଣି ପାକିସ୍ତାନକୁ ହରାଇଲା ଭାରତ

ଦୁବଇ :ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍‌ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ…

Continue reading
ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ : ଚଳିତ ଏସିଆ କପ୍‌ରେ ଠିକ୍‌ ସପ୍ତାହକ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁକାବିଲା ହେବ। ଆଜି ଉଭୟ ଦଳ ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍‌ ଖେଳିବେ। ସ୍ବାଭାବିକ ଭାବେ ଉଭୟ ଦଳ…

Continue reading
ଏସିଆ କପ୍‌: ଜିତିଲା ଭାରତ

ଦୁବଇ :ଏସିଆ କପ୍‌ କ୍ରିକେଟ୍‌ରେ ଓମାନ୍‌ ବେଶ୍‌ ଭଲ ଖେଳର ପ୍ରଦର୍ଶନ କରିଛି । ମାତ୍ର ଭାରତ ୨୧ ରନ୍‌ରେ ଏହି ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଭାରତ-ଓମାନ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍‌ ବିନିମୟରେ…

Continue reading
ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ୍‌ ଉଦ୍‌ଘାଟିତ; ୨୬ରେ ହେବ ଉଦ୍‌ଯାପିତ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମ ଅନେକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ମୁକସାକ୍ଷୀ। ଉକ୍ତ ଷ୍ଟାଡ଼ିୟମରେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜିତ ହୋଇଛିି। ବାରବାଟୀ ଓଡ଼ିଶାର ଗର୍ବ ଓ ଗୌରବ । ଓଡ଼ିଶା କ୍ରିକେଟକୁ ଆଗକୁ ନେବା ଓ ରାଜ୍ୟରୁ ଅନ୍ତର୍ଜାତୀୟ କ୍ରିକେଟର…

Continue reading
୨୧ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‍

ଏସିଆ କପ୍‍ ୨୦୨୫ରେ ଭାରତ ଓ ପାକିସ୍ତାନ ଗ୍ରୁପ୍‍-ଏରୁ ସୁପର ୪ରେ ପହଞ୍ଚିଛନ୍ତି । ଯେଉଁଠାରେ ୨୧ତାରିଖରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି । ପୂର୍ବ ମୁକାବିଲାରୁ ଆରମ୍ଭ ହୋଇଥିବା ନୋ ହ୍ୟାଣ୍ଡସେକ୍‍ ବିବାଦ ଏହି ରବିବାର ମଧ୍ୟ…

Continue reading
ଏସିଆ କପ୍‌ରୁ ଓହରିବାକୁ ପାକିସ୍ତାନର ଧମକ

ଦୁବାଇ: ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍‌ରେ ହାତ ନମିଳାଇବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗାଙ୍କ ସହ ହାତ ନମିଳାଇବାକୁ ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ କହିଥିବା ମ୍ୟାଚ୍‌‌ ରେଫେରୀ ଆଣ୍ଡି…

Continue reading
ସେନା ଓ ପହଲଗାମ ସହିଦଙ୍କୁ ଏହି ବିଜୟ ସମର୍ପିତ: ସୂର୍ଯ୍ୟକୁମାର

ଦୁବାଇ,16।09: ଭାରତୀୟ ଦଳ ରବିବାର ଏସିଆ କପ୍ ମୁକାବିଲାରେ ପହଲଗାମ ଆକ୍ରମଣର ସାଙ୍କେତିକ ବିରୋଧ କରିବ ବୋଲି ପୂର୍ବରୁ ସୂଚନା ରହିଥିଲା। ଟସ୍ ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପାକିସ୍ତାନୀ ପ୍ରତିପକ୍ଷ ସଲମାନ ଅଲୀ ଆଗାଙ୍କ ସହ ହାତ ନ…

Continue reading
ପାକ୍‌ ଖେଳାଳିଙ୍କ ସହ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

ଦୁବାଇ: ଏସିଆ କପରେ ପାକିସ୍ତାନ ବିରୋଧରେ ବିଜୟକୁ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଛି । ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଏହି ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି…

Continue reading
ପାକିସ୍ତାନକୁ ଧୂଳି ଚଟାଇ ଦେଲା ଭାରତ

ଦୁବାଇ: ଏସିଆ କପ୍‌ ଟି-୨୦ ଚମ୍ପିଆନଶିପର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି। ଯାହାଫଳରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଟିମ୍ ୯ ଉଇକେଟ ହରାଇ…

Continue reading
ମହିଳା ଏସିଆ କପ ହକି: ଆଜି ଭାରତ-ଚୀନ ଫାଇନାଲ

ହ୍ବାଙ୍ଗଝୋ : ଚୀନର ହ୍ବାଙ୍ଗଝୋରେ ଚାଲିଥିବା ମହିଳା ଏସିଆ କପ୍‌ ହକି -୨୦୨୫ ଚମ୍ପିଆନସିପର ଫାଇନାଲରେ ଭାରତ ପ୍ରବେଶ କରିଛି। ଆଜି ଭାରତ ଓ ଚୀନ ମଧ୍ୟରେ ଫାଇନାଲ ଖେଳାଯିବ। ଶନିବାର ସୁପର-୪ର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ…

Continue reading