ଭାରତ-ପାକିସ୍ତାନ ମ୍ୟାଚ୍‌, ବିକ୍ରି ହୋଇନି ସବୁ ଟିକେଟ

ଦୁବାଇ : ବିଶ୍ୱ କ୍ରିକେଟର ଦୁଇ ଶକ୍ତି ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ କ୍ରିକେଟର ଗ୍ରୁପ୍‌-ବି’ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହାକୁ ଏକ ହାଇଭୋଲ୍ଟେଜ ମ୍ୟାଚ୍‌ ବା ଆଉ କେତେକ ମହାମୁକାବିଲା ଭାବେ…

Continue reading
ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ଦୁବାଇ : ଏସିଆ କପ୍‌ରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଆଜି ଖେଳାଯିବ। ତେବେ ଏହା ସତ ଯେ ଏହି ଗ୍ରୁପ୍‌ ‘ଏ’ ମୁକାବିଲା ପାଇଁ ଆଗ ଭଳି ଉତ୍ସାହ କି ଚମକ ନାହିଁ। ତଥାପି କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଭାରତ-ପାକିସ୍ତାନ ମୁକାବିଲା…

Continue reading
ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ଦୁବାଇ,14।09:ଏସିଆ କପ୍‌ରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଆଜି ଖେଳାଯିବ। ତେବେ ଏହା ସତ ଯେ ଏହି ଗ୍ରୁପ୍‌ ‘ଏ’ ମୁକାବିଲା ପାଇଁ ଆଗ ଭଳି ଉତ୍ସାହ କି ଚମକ ନାହିଁ। ତଥାପି କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଭାରତ-ପାକିସ୍ତାନ ମୁକାବିଲା ସବୁଠାରୁ ବଡ଼…

Continue reading
ପୂର୍ବତଟ ରେଳପଥ ହକି ଟିମ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ 2025ର ବିଜେତା

ପୂର୍ବ ତଟ ରେଳପଥ ହକି ଟିମ ଓଡ଼ିଶା ହକି ସଂଘ (HAO) ଦ୍ୱାରା ଆୟୋଜିତ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ 2025 ର ଟାଇଟଲ ବିଜେତା ହୋଇଛି। 6 ରୁ 11 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ…

Continue reading
ପୃଥ୍ୱୀ ଶ’ଙ୍କୁ ୧୦୦ ଟଙ୍କାର ଜୋରିମାନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ବ୍ୟାଟର ପୃଥ୍ୱୀ ଶ’ଙ୍କ ଉପରେ ଲାଗିଛି ୧୦୦ ଟଙ୍କାର ଫାଇନ। ସୋଶାଲ ମିଡିଆରେ ଚର୍ଚ୍ଚିତ ଚେହେରା ସପନା ଗିଲ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ହେଲେ ପୃଥ୍ୱୀ ଜବାବ ଦାଖଲ କରିବାରେ ବିଫଳ ହେବାରୁ…

Continue reading
ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ ୨୦୨୬ ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌

ନୂଆଦିଲ୍ଲୀ: ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍‌ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ୟ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ…

Continue reading
ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ସ୍ବତନ୍ତ୍ର ପ୍ରକାରର ଟିକଟ

ଦୁବାଇ: ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଗ୍ରୁପ୍‌ ‘ଏ’ ମୁକାବିଲା ମାତ୍ର ୪ଦିନ ପରେ ହେବ। ହେଲେ ଏହି ମ୍ୟାଚ୍‌ର ଟିକଟ ଏବେ ସୁଦ୍ଧା ସମାପ୍ତ ନ ହେବା କ୍ରିକେଟ୍‌ ବିଶେଜ୍ଞଙ୍କୁ ଚକିତ କରିଛି। ରବିବାର…

Continue reading
ଏସିଆ କପ୍‌: ଆଜି ୟୁଏଇ- ଭାରତ ମୁକାବିଲା

ଦୁବାଇ: ବୁଧବାର ଘରୋଇ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ) ବିପକ୍ଷରେ ଖେଳି ଗତଥରର ଚମ୍ପିଆନ୍‌ ଭାରତ ଏସିଆ କପ୍‌ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ। ମାସାଧିକ ସମୟ ପରେ ଭାରତ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାକୁ ଯାଉଛି। ଟ୍ବେଣ୍ଟି୨୦ ଫର୍ମାଟରେ ଖେଳା…

Continue reading
ଆଜିଠାରୁ ଏସିଆ କପ୍‌; ଆଫ୍‌ଗାନିସ୍ତାନ-ହଂକଂ ଉଦ୍‌ଘାଟନ ମ୍ୟାଚ୍‌

ଆବୁଧାବି: ଦୁଇ ବର୍ଷରେ ଥରେ ଆୟୋଜିତ ପୁରୁଷ ଏସିଆ କପ୍‌ କ୍ରିକେଟ୍‌ର ୧୭ଶ ସଂସ୍କରଣ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଟ୍ବେଣ୍ଟି୨୦ ଫର୍ମାଟରେ ଖେଳାଯିବ। ୮ଟି ଏସୀୟ ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍ ‘ଏ’ରେ ଭାରତ ଓ…

Continue reading
୮ ବର୍ଷ ପରେ ଭାରତ ହାତେଇଲା ଏସିଆ କପ୍ ପାଇଲା ଏଫଆଇଏଚ୍ ବିଶ୍ବକପ୍ ଯୋଗ୍ୟତା

ନୂଆଦିଲ୍ଲୀ,08।09:୮ ବର୍ଷ ପରେ ଏସିଆ କପ୍ ହାତେଇଲା ଭାରତ। ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଏଥିସହ ୨୦୨୬ରେ ହେବାକୁ ଥିବା ଏଫଆଇଏଚ୍ ବିଶ୍ବକପ୍…

Continue reading