ହକି ଏସିଆ କପ୍ ଜିତିଲା ଭାରତ
ରାଜଗୀରରେ ହୋଇଥିବା ହକି ଏସିଆକପ୍ ଫାଇନାଲ୍ ମ୍ୟାଚ୍ରେ ଭାରତ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି । ଦୀର୍ଘ ୮ ବର୍ଷର ଅପେକ୍ଷା ଅନ୍ତକରି ଏସିଆ କପ୍ ଟାଇଟଲ୍ ଜିତିଛି। ଏହାସହ ସହିତ ଭାରତ ୨୦୨୬ ବିଶ୍ୱକପ୍ ଦକି ପାଇଁ ଯୋଗ୍ୟତା…
ରାଜଗୀରରେ ହୋଇଥିବା ହକି ଏସିଆକପ୍ ଫାଇନାଲ୍ ମ୍ୟାଚ୍ରେ ଭାରତ କୋରିଆକୁ ୪-୧ ଗୋଲ୍ରେ ପରାସ୍ତ କରିଛି । ଦୀର୍ଘ ୮ ବର୍ଷର ଅପେକ୍ଷା ଅନ୍ତକରି ଏସିଆ କପ୍ ଟାଇଟଲ୍ ଜିତିଛି। ଏହାସହ ସହିତ ଭାରତ ୨୦୨୬ ବିଶ୍ୱକପ୍ ଦକି ପାଇଁ ଯୋଗ୍ୟତା…
ନୂଆଦିଲ୍ଲୀ,07।09: ଅମନ ସୈନି, ଋଷଭ ଯାଦବ ଓ ପ୍ରଥମେଶ ବାଲଚନ୍ଦ୍ର ଫୁଜେଙ୍କୁ ନେଇ ଗଠିତ ଭାରତୀୟ ତୀରନ୍ଦାଜୀ ଟିମ ହାସଲ କରିପାରିଛି ଐତିହାସିକ ସଫଳତା। ଭାରତକୁ ପ୍ରଥମଥର ପାଇଁ ମିଳିଛି ପୁରୁଷ କମ୍ପାଉଣ୍ଡ ଟିମ ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ।…
ରାଜଗିର,07।09: ପୁରୁଷ ଏସିଆ କପ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଶେଷ ସୁପର-୪ ମ୍ୟାଚରେ ଭାରତ ୭-୦ ଗୋଲ୍ରେ ଚୀନ୍କୁ ପରାସ୍ତକରି ଅପରାଜିତ ରହି ଫାଇନାଲରେ ପହଞ୍ଚିଛି। ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ…
ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର…
ନ୍ୟୁୟର୍କ : ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ୍ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଟପ୍ ସିଡ୍ ୟାନିକ ସିନର ଓ ୨ୟ ସିଡ୍ କାର୍ଲୋସ୍ ଆଲ୍କାରାଜଙ୍କ ମଧ୍ୟରେ ମୁକାବିଲା ହେବ। ଏହି ବହୁ ପ୍ରତୀକ୍ଷିତ ଫାଇନାଲ ରବିବାର ରାତିରେ ଖେଳାଯିବ। ଶୁକ୍ରବାର…
ନୂଆଦିଲ୍ଲୀ,06/09: ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ ଦେଇଛି ବିସିସିଆଇ। ଭାରତୀୟ ଏ ଟିମର ଅଧିନାୟକ ଭାବେ ଶ୍ରେୟସ ଆୟର ନିଯୁକ୍ତି ପାଇଛନ୍ତି। ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଇଣ୍ଡିଆ ଏ ଟିମର ନେତୃତ୍ୱ ଶ୍ରେୟସ ଆୟର ନେବେ। ଭାରତ…
ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଶ ବିବାଦ ହୋଇଥିଲା। ଶ୍ରେୟସ ଆୟରଙ୍କୁ ବିସିସିଆଇ କାହିଁକି ଟି-୨୦ ସ୍କ୍ୱାଡରୁ ବାଦ…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ। ବେଆଇନ ବେଟିଂ ଆପ୍ ମାମଲାରେ ଧୱନଙ୍କୁ ଜେରା ଆରମ୍ଭ କରିଛି ଇଡି। ବେଆଇନ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଧୱନଙ୍କୁ ଇଡି ପକ୍ଷରୁ…
ଦୀର୍ଘ ୨୫ ବର୍ଷର କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭେଟରାନ ଲେଗ ସ୍ପିନର ଅମିତ ମିଶ୍ରା। ଆଜି ସେ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ୨୦୦୩ରେ ଭାରତ ପାଇଁ ଡେବ୍ୟୁ କରିଥିବା ଅମିତ ମିଶ୍ରା ୨୦୧୭ରେ ଶେଷଥର ବ୍ଲୁ ଜର୍ସିରେ…
ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ର କ୍ବାର୍ଟର୍ଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍ ଭାମ୍ବ୍ରି…