କାର୍ ହେଡ ଲାଇଟ୍ ଭିତରେ ଗଞ୍ଜେଇ ଚାଲାଣ
ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। କାର ହେଡ୍ ଲାଇଟ୍ରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। ଏପରି ଅଭିଯୋଗ ସମ୍ୱଲପୁରରୁ ଆସିଛି। ଅବକାରୀ କାର୍ ସମେତ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ସମ୍ବଲପୁର ଜିଲ୍ଲା…