ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଦୁଇ ମୃତ

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ବଜାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଆମ୍ବ ଗଛରେ ଏକ କାର୍‌ ପିଟି ହୋଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର…

Continue reading
ମା’, ଝିଅ ଜୀବନ୍ତ ଦଗ୍ଧ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ  ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ବୃଦ୍ଧା ମା’ ଓ ଝିଅ।ମୃତା ମା’ଝିଅଦ୍ୱୟ ହେଲେ ୯୦ ବର୍ଷୀୟା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ୬୨ ବର୍ଷୀୟା…

Continue reading
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କନ୍ଧମାଳ: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି । ଏପରିକି ଦୁର୍ନୀତି କଲେ ସିଧା ଜେଲ ପଠାଯିବାକୁ ବି ରାଜ୍ୟ ସରକାର ପରୋକ୍ଷରେ ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ୱେ ବି ସରକାରୀ କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତି…

Continue reading
କୁମକୀ ହାତୀ ‘ଯଶୋଦା’ ମୃତ

ବାରିପଦା: ଶିମିଳିପାଳର କୁମକୀ ହାତୀ  ‘ଯଶୋଦା’ ର ମୃତ୍ୟୁ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ଼ ପ୍ରକାଶ ଚନ୍ଦ୍ର ଗୋଗିନେନୀ ସୂଚନା ଦେଇଛନ୍ତି ।  ସୂଚନା ମୁତାବକ, ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି ।…

Continue reading
ଆସୁଛି ଗାଇଡଲାଇନ୍:ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା

ଭୁବନେଶ୍ୱର ଯାତ୍ରା ମଞ୍ଚରେ ମନୋରଞ୍ଜନ ଆଳରେ ଆଉ ହୋଇପାରିବନି ଅଶ୍ଳୀଳତା ପ୍ରଦର୍ଶନ । ଖୁବଶୀଘ୍ର ଆସିବାକୁ ଯାଉଛି ଏହା ସମ୍ପର୍କିତ ଏକ ଗାଇଡଲାଇନ୍‌ । ସରକାର ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି ଓ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଆଣିବାକୁ ଯାଉଛନ୍ତି ।…

Continue reading
ମୁନ୍ନାଙ୍କୁ ରାଜନୀତି ଜଣାନାହିଁ:ବାବୁ ସିଂ

ଭୁବନେଶ୍ୱର: ଗତ କିଛି ଦିନ ହେବା ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବୟାନ ଚର୍ଚ୍ଚାରେ ରହି ଆସିଛି । ଭାରତୀୟ ଜନତା ପାର୍ଟିର ଏକାଧିକ ନେତା ଏବେ ‘ବିଜେଡି’ ସହ ଯୋଗଯୋଗରେ ଥିବା ବୟାନ ଦେଇ ଚର୍ଚ୍ଚାରେ ଥିବା ମୁନ୍ନା…

Continue reading
ବସଚାରୁ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା: ଆଜି ସକାଳେ  ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ ଯୁବକଙ୍କୁ ଗୁଳିମାଡ଼ । ଆହତ ଯୁବକ ଅଭ୍ୟାସ ରାୟଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ…

Continue reading
ଆଜିଠୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରେ ସାମିଲ ହେବେ। ଏହି ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ ସୂଚନା ମିଳିଛି। ଓଡ଼ିଶା ସ୍ୱାର୍ଥ…

Continue reading
ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ୟ୍ୟ କଲା ଓସିଏ

ଭୁବନେଶ୍ୱର: ୨୦୨୫ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ୟ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ। ଓସିଏ ସମ୍ମିଳନୀ କକ୍ଷରେ  ବସିଥିବା ସ୍ୱତନ୍ତ୍ର…

Continue reading
ମୁଖ୍ୟମନ୍ତ୍ରୀଙ୍କ ମହାନଦୀ ମନ୍ତବ୍ୟ ଧୂଆଁ ବାଣ:ନରସିଂହ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ନରସିଂହ ମିଶ୍ର । ମହାନଦୀ ବିବାଦ ଆଲୋଚନା ରହିଥିବା ବେଳେ ସମାଧାନ ପାଇଁ ଆଲୋଚନା ମଧ୍ୟ ଜାରି ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ୨…

Continue reading