ଦଳ ଛାଡ଼ିଲେ କୈଳାଶ ଗେହଲଟ

ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ଜୋରଦାର ଝଟ୍‌କା। ଦଳ ଛାଡ଼ିଲେ ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ। ସେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେବଳ…

Continue reading
ଜଙ୍ଗଲରୁ ୨୮ ଚୋରା ବାଇକ୍ ଜବତ, ୨ ଗିରଫ

ସମ୍ବଲପୁର : ଜଙ୍ଗଲରୁ ୨୮ଟି ଚୋରା ବାଇକ୍ ଜବତ। ସମ୍ବଲପୁର ଯୁଯୁମୁରା ଜାରଙ୍ଗ ଜଙ୍ଗଲରୁ ଅଇଁଠାପାଲି ପୋଲିସ ୨୮ଟି ଚୋରା ବାଇକ୍‌ ଜବତ କରିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଅଇଁଠାପାଲି ପୋଲିସ ଏକ…

Continue reading
ଡର୍ମ୍ପିଂୟାର୍ଡରେ ସ୍କୁଲ ୟୁନିଫର୍ମ

କୋରାପୁଟ: ରାଜ୍ୟ ସରକାର ପିଲାମାନଙ୍କୁ ୟୁନିଫର୍ମ ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍‌ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡର୍ମ୍ପିଂୟାର୍ଡରେ ଫିଙ୍ଗାଯାଉଛି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡ଼ାରେ। ବୈପାରୀଗୁଡ଼ାଠାରୁ ୨ କିମି ଦୂରରେ…

Continue reading
ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିକୁ ରବିବାର ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀର ପରିବହନ ମନ୍ତ୍ରୀ ତଥା ଆପ୍‌ ନେତା କୈଳାଶ ଗେହଲଟ୍‌ ଦଳରୁ ଇସ୍ତଫା ଦେଇଛନ୍ତି। ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

Continue reading
‘ଚାମ୍ପିୟନ୍ସ ଟ୍ରଫି ଟୁର୍’ ନୂଆ କାର୍ୟ୍ୟସୂଚୀ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଟ୍ରଫି ପାକିସ୍ତାନରେ ଟୁର୍ ଆରମ୍ଭ କରିଛି। ଚାମ୍ପିୟନ୍ସ ଟ୍ରଫିକୁ ପାକ୍ ଅଧିକୃତ କଶ୍ମୀର ବା ପିଓକେକୁ ନେଇଯିବା ପାଇଁ ଯୋଜନା କରିଥିବା…

Continue reading
ପିସିସି ସଭାପତି ନିଯୁକ୍ତି ଆହୁରି ବିଳମ୍ବ ହେବ!

ଭୁବନେଶ୍ୱର: ଲମ୍ବୁଛି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ପ୍ରକ୍ରିୟା । ଚୟନ କମିଟି ଗସ୍ତର ପାଖାପାଖି ଦୁଇ ସପ୍ତାହ ପରେ ବି ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ…

Continue reading
ବାଲିଯାତ୍ରା ଖାଦ୍ୟ ଷ୍ଟଲ୍ ଉପରେ ଚଢଉ

କଟକ: କଟକ ବାଲିଯାତ୍ରା ପଡ଼ିଆରେ ରେଡ୍‌। କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି। ବିଶେଷ କରି ବାସୀ ଖାଦ୍ୟ ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନ ମାନର ତେଲକୁ…

Continue reading
ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା : ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର: ରାସ୍ତା ନିର୍ମାଣରେ ନୂଆ ନୀତି ଆସିବ। ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ ପାଇଁ ଗୁରୁତ୍ୱ ଦିଆଯାଉଛି। ପୁରୁଣା ରାସ୍ତା ମରାମତି…

Continue reading
ସାମ୍ବାଦିକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୪’

ଭୁବନେଶ୍ୱର: ‘ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ’ ପକ୍ଷରୁ ପାଳିତ ହୋଇଛି ଜାତୀୟ ପ୍ରେସ୍‌ ଦିବସ-୨୦୨୪ । ଜୟଦେବ ଭବନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଚଳିତବର୍ଷ ରାଜ୍ୟର ୩୩ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନ୍‌ସନ୍ ପ୍ରଦାନ କରିଛନ୍ତି । ସେହିପରି…

Continue reading
ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବ:ପୃଥ୍ୱୀରାଜ

ଭୁବନେଶ୍ଵର : ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ବିକ୍ରି ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ୍‌-ରେଜିଷ୍ଟାରଙ୍କ ବିରୁଦ୍ଧରେ…

Continue reading