୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ୩ ଗିରଫ

ରାଉରକେଲା: ରାଉରକେଲା ସହରରେ ପୁଣି ଲଜ୍ଜା। ଜଣେ ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୩ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥାନାରେ ଅଟକ…

ଅଷ୍ଟମଶ୍ରେଣୀ ଛାତ୍ରକୁ ଛୁରାମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଡିହାପଡା ପଞ୍ଚାୟତ ଅନ୍ତର୍ଗତ ନୋଡାଲ ୟୁପି ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଛାତ୍ର ଛାତ୍ରଙ୍କ ଭିତରେ ଗଣ୍ଡଗୋଳ ଘଟିବା ସହ ସ୍କୁଲ ଭିତରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରକୁ ଉଦ୍ଧାର କରାଯାଇ ପଟ୍ଟାମୁଣ୍ଡାଇ ମେଡିକାଲରେ…

ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ

ମୁନିଗୁଡା : ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ଆଜି ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ…

୧୦ ଲକ୍ଷ ଲାଞ୍ଚ ମାମଲା: ୩ ଅଭିଯୁକ୍ତଙ୍କ ସରିଲା ରିମାଣ୍ଡ ଅବଧି

ଭୁବନେଶ୍ୱର: ରାଜଧାନୀର ତାରକା ହୋଟେଲ ସାମ୍ନାରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ ଅଦାଲତରେ ହାଜର କରାଯିବ ।ରବିବାର ସିବିଆଇ ଉକ୍ତ ତାରକା ହୋଟେଲର ଜେନେରାଲ ମ୍ୟାନେଜର ଶୁଭମୟ ବାନାର୍ଜୀଙ୍କୁ ପଚରାଉଚରା କରିଛି…

୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ

ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ । ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରର ଅନେକ ଆପାର୍ଟମେଣ୍ଟରୁ ଚୋରି ହୋଇଛି । ପାହାଳରୁ ଏକ ବଡ ଧରଣର ଲୁଟ୍‌ ହୋଇଥିବା ନେଇ ଶନିବାର ଖବର ସାମ୍ନାକୁ ଆସିଛି । ୪୦…

ନାବାଳିକାଙ୍କୁ ଅପହରଣ:ରେଳ କର୍ମଚାରୀ ଗିରଫ

ବଲାଙ୍ଗିର: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଘନଶ୍ୟାମ ଭୋଇ। ସେ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ୟ୍ୟ କରନ୍ତି।ସୂଚନା ଅନୁଯାୟୀ, ଗିରଫ…

୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା

ଆଳି: ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କରାଯାଇଛି। ଆଳି ଥାନାରେ ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)। ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ଅଭିଯୋଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ୬୫…

ଭରତପୁର ଥାନା ଘଟଣା: ପୀଡ଼ିତାଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନାରେ ମାମଲା। ସେନା ଅଧିକାରୀଙ୍କ ବାନ୍ଧବିଙ୍କର ପଲିଗ୍ରାଫ ଟେଷ୍ଟ କରାଇଲା କ୍ରାଇମ୍‌ବ୍ରାଞ୍ଚ ଟିମ୍। ଭୁବନେଶ୍ବର ଏସଏଫଏସଏଲରେ ଶେଷ ହେଲା ମିଛଧରା ପରୀକ୍ଷା। ରିପୋର୍ଟ ଆସିବା ପରେ ଖୋଲିବ ଗୁମର। କିଛି ଦିନ ପୀଡ଼ିତାଙ୍କ ପଲିଗ୍ରାଫ…

କାଠଯୋଡି ପଠାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ: ପରମହଂସ କୋଚିଲାଇ ନିକଟ କାଠଯୋଡି ନଦୀ ପଠାରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମହିଳାଙ୍କ ମୁହଁ ଓ ବେକରେ ଗଭୀର କ୍ଷତ ରହିଛି । ଘଟଣା ସ୍ଥଳରୁ ଏକ ଧାରୁଆ ଅସ୍ତ୍ର ସହ ଗ୍ଲୋଭ୍ସ ଏବଂ ମଙ୍କି କ୍ୟାପ୍‌…

ଗର୍ଭବତୀ ଗୁଳି ଘଟଣା: ୪ ଅଟକ

ବଣାଇ: ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ । ମହିଳାଙ୍କ ସ୍ୱାମୀ ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସହ ଗ୍ରାମର ୨ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ…