ଏଫଏମ୍ କଲେଜ ପ୍ରିନ୍ସିପାଲ ଗିରଫ
ବାଲେଶ୍ବର: ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ। ପୂର୍ବରୁ ଏହି ଘଟଣାରେ ଏଚ୍ଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିବାବେଳେ, ପ୍ରିନ୍ସିପାଲଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରୁଥିଲେ ପୀଡ଼ିତାଙ୍କ…
ଯୌତୁକ ପାଇଁ ବୋହୂକୁ ଜାଳିଦେଲେ
ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହ୍ଲେଇପୁର ଗାଁର ଆସିଛି ଦୁଃଖଦ ଖବର । ଯୌତୁକ ନିଆଁରେ ଜଳିଲେ ଆରତୀ । ଅଧାପୋଡ଼ା ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ବର୍ଷ ତଳେ ଆକାଶ ପରିଡ଼ାଙ୍କ ସହିତ ଆରତୀଙ୍କର ପ୍ରେମ ବିବାହ…
ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ
ମାଲକାନଗିରି: ୱେବ ସାମ୍ବାଦିକଙ୍କୁ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ଚିନ୍ତାକାଏଲା ନରେଶଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ମାଲକାନଗିରିରୁ ଆସିଛି । ମିଳିଥିବା ସୂଚନା ମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାରକୁ ଅଟକାଇ ଆକ୍ରମଣ…
ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ
ଭୁବନେଶ୍ୱର: ଗତିକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି…
ଆତ୍ମସମର୍ପଣ କଲେ ୨୨ ମାଓବାଦୀ
ମାଲକାନଗିରି: ହିଂସା ପଥ ଛାଡ଼ି ଅସ୍ତ୍ର ଛାଡ଼ିଲେ ୨୨ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର IG ଏବଂ ନାରାୟଣପୁର ଜିଲ୍ଲା SPଙ୍କ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି…
କଙ୍ଗାରୁ କୋର୍ଟରେ ହଳ ବୁଲାଇଲେ ପ୍ରେମୀ ଯୁଗଳ
ରାୟଗଡା: ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ…
ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା
ବିନିକା: ସରପଞ୍ଚଙ୍କୁ ସ୍ୱାମୀଙ୍କୁ ନିର୍ମମ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କେନ୍ଦୁପାଲି ନିକଟରେ ଘଟିଛି ଏହି ଘଟଣା । ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ହୋଇଛି ଅଭିଯୋଗ । ମୃତକ ହେଉଛନ୍ତି ବଲ୍ଲଭ କ୍ଷେତୀ । ସୂଚନା…
ସାନଭାଇକୁ ହାଣିଲା ବଡ଼ଭାଇ
ଭୋଗରାଇ: ପୂର୍ବ ଶତ୍ରୁତାରୁ ସାନଭାଇକୁ ଅତି ବିଭତ୍ସ ଭାବରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଧୀନ ଅନଳିଆ ପଞ୍ଚାୟତର ମାନକୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ମାନକୁଣ୍ଡା…
ଏମ୍ସିଏଲ୍ ଚିଫ୍ ମ୍ୟାନେଜରଙ୍କୁ ଉଠାଇନେଲା ସିବିଆଇ
ଭୁବନେଶ୍ବର: ସିବିଆଇ ଜାଲରେ MCL ଚିଫ୍ ମ୍ୟାନେଜର । ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି । ପବିସ୍ଥାପିତଙ୍କୁ ମାଗିଥିଲେ ୪୦ ହଜାର ଟଙ୍କା । ସୂଚନାଯୋଗ୍ୟ ଯେ, MCL ଚିଫ୍ ମ୍ୟାନେଜର ଅଖିଳେଶ କୁମାର ବର୍ମାଙ୍କୁ ସିବିଆଇ ଉଠାଇ…
ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ
ସମ୍ବଲପୁର: କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ। ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରୁ ଜବତ ହେଲା ବିପୁଳ ରୁପା । ଏକ କୁଇଣ୍ଟାଲ ୧୦ କେଜି ରୁପା ଜବତ ହୋଇଥିବା ସୂଚନା । କାର୍ ଭିତରେ…