କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ଓଡ଼ିଶାର ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କୁ ଭେଟିଛନ୍ତି । ରାଜ୍ୟରେ ନୂତନ ବିମାନବନ୍ଦର ନିର୍ମାଣ, ନୂତନ ଟର୍ମିନାଲ ନିର୍ମାଣ, ବିମାନବନ୍ଦର…

Continue reading
ଭଡ଼ା ଘର ଛାଡ଼ିବା ପାଇଁ ୧୫ ଦିନ ପୂର୍ବରୁ ନୋଟିସ ବାଧ୍ୟତାମୂଳକ: ହାଇକୋର୍ଟ

କଟକ : ଘର ଭଡ଼ା ନେଇ ରହୁଥିବା ଲୋକଙ୍କୁ ଘର ଛଡ଼ାଇବାର ୧୫ଦିନ ପୂର୍ବରୁ ନୋଟିସ ଦିଆଯିବା କଥା। ସମ୍ପତ୍ତି ସ୍ଥାନାନ୍ତର ଆଇନର ଧାରା ୧୦୬ରେ ଏହା ମଧ୍ୟ ଉଲ୍ଲେଖ ରହିଛି। ଘର ଛାଡିବା ପାଇଁ ସର୍ବନିମ୍ନ ୧୫ଦିନ ପୂର୍ବରୁ ନୋଟିସ…

Continue reading
ପୁନଶ୍ଚ ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ଲାଗି ରହିବ। ଅପରପକ୍ଷେ ଆସନ୍ତା ୨ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ୨ ଦିନ ପରେ ରାଜ୍ୟରେ…

Continue reading
ଜାନୁଆରୀ ୧୮ରେ ପକ୍ଷୀ ଗଣନା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୮ ତାରିଖରେ ପକ୍ଷୀଗଣନା କରାଯିବ । ଏନେଇ ପିସିସିଏଫ ପ୍ରେମ କୁମାର ଝର ଗୁରୁବାର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା ସରିବ ।…

Continue reading
ବିଜେପି ସାଂସଦମାନେ ମୋତେ ଠେଲାପେଲା କରିଥିଲେ: ରାହୁଲ

ନୂଆଦିଲ୍ଲୀ: ସଂସଦରେ ଠେଲାପେଲାକୁ ନେଇ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସଂସଦ ଭିତରକୁ ଯିବାବେଳେ ବିଜେପି ସାଂସଦମାନେ ମୋତେ ଅଟକାଇଥିଲେ । ବିଜେପି ସାଂସଦମାନେ ମୋତେ ଠେଲାପେଲା କରିଥିଲେ । ସଂସଦ ଭିତରକୁ ପ୍ରବେଶ…

Continue reading
ରାହୁଲ ଗାନ୍ଧୀ ଠେଲିଦେଲେ: ପ୍ରତାପ

ଭୁବନେଶ୍ୱର:ରାହୁଲ ଗାନ୍ଧୀ ଠେଲି ଦେଲେ । ସେଥିପାଇଁ ମୁଁ ତଳେ ପଡ଼ିଗଲି । ଏଭଳି ଅଭିଯୋଗ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦର ସିଢ଼ିରୁ ପଡ଼ିଯାଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଯାଇଛନ୍ତି ପ୍ରତାପ…

Continue reading
ସଂସଦରେ ପ୍ରତାପ ଆହତ

ଭୁବନେଶ୍ୱର: ସଂସଦର ସିଢ଼ିରୁ ପଡ଼ିଯାଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଯାଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲି ଦେବାରୁ ସେ ପଡ଼ିଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ…

Continue reading
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୁଲିସ

ମୟୂରଭଞ୍ଜ :ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ। ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ। ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ। ତିଆରି…

Continue reading
ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ

ଭୁବନେଶ୍ୱର: ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଗତ ଏପ୍ରିଲ ୧୦ତାରିଖରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଜଣେ ମହିଳା କର୍ମଚାରୀ ଏହି ଅସଦାଚରଣ ଅଭିଯୋଗ ଆଣିଥିଲେ। ଜିଲ୍ଲା…

Continue reading
ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ପୁରୀ: ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ। ବୁଧବାର ମହାପ୍ରଭୁଙ୍କର ଦିବା ପହୁଡ ନୀତି ପାଇଁ ମରାମତି କାର୍ୟ୍ୟ ବନ୍ଦ ରହିଥିଲା। ତେବେ ମଙ୍ଗଳବାରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହୋଇଛି। ପ୍ରଥମ…

Continue reading