ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଷଢେଇଗଡରେ ବୋମା ବିସ୍ଫୋରଣ । ଜଣେ ମୃତ ଜଣେ ଗୁରୁତର । ରବିବାର ବିଳମ୍ବିତ ରାତିରେ ବାଇକରେ ବୋମା ନେଇ ଯାଉଥିବା ବେଳେ ଷଢେଇଗଡ ବିଶ୍ବାଳ ସାହି ନିକଟରେ ବାଇକ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ…

Continue reading
ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା ସ୍ୱାମୀ

ଢେଙ୍କାନାଳ: ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ଅଘଟଣ। ନୃସଂଶ ପାଲଟିଲା ସ୍ୱାମୀ। ଅତି ନିର୍ଦୟ ଭାବେ ସ୍ତ୍ରୀ, ପୁଅ ଓ ଶାଳୀକୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଛି। ଗୁଳି କରିବା ପରେ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଛି। ସ୍ୱାମୀର ଏହି…

Continue reading
ମା’ ସହ ବିଷ ପିଇଲେ ଭାଇଭଉଣୀ

ବ୍ରହ୍ମପୁର: ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ବିଷ ପିଇଦେବା ପରେ ମା’ ସହ ଭାଇଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଏମକେସିଜି ମେଡ଼ିକାଲରେ ଡାକ୍ତର ୩ଜଣଙ୍କ ମୃତ୍ୟୁ ଘୋଷଣା…

Continue reading
୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳରେ ଜଣେ ୪ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି କ୍ଷ ଗତକାଲି ପୂର୍ବାହ୍ନରେ ଘର ବାହାରେ ଖେଳୁଥିବା ବେଳେ ମୋବାଇଲ ଦେଖାଇବା ବାହାନାରେ ଅଭିଯୁକ୍ତ ନିଜ ଘରକୁ ଟେକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା…

Continue reading
ଅନୁଗୁଳରେ ପୁଣି ଏନକାଉଣ୍ଟର

ଅନୁଗୁଳ: ଅନୁଗୁଳରେ ପୁଣି ଏକ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକକୁ ଏନକାଉଣ୍ଟର । ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାକୁ ଅନୁଗୁଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ଅପରାଧି କ୍ଷୀରୋଦ ନାୟକକୁ ଏନକାଉଣ୍ଟର…

Continue reading
ଜୟନାରାୟଣଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ କହିଛନ୍ତି ।…

Continue reading
ଯୁବକଙ୍କୁ ନିର୍ମମ ହତ୍ୟା

ଜଟଣୀ: ବଜାର ଉପରେ ଗଡ଼ିଲା ମୁଣ୍ଡ । ଘରୁ ଡାକିଆଣି ଯୁବକଙ୍କୁ ନିର୍ମମ ହତ୍ୟା । ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁରଠାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ଜଟଣୀ ନୂଆଗାଁ…

Continue reading
ଶିକାର କରିବାକୁ ଯାଇ ନିଜେ ହେଲେ ଶିକାର

ଭୁବନେଶ୍ୱର: ଜଙ୍ଗଲକୁ ଶିକାର କରିବାକୁ ଯାଇ ନିଜେ ହେଲେ ଶିକାର । ଶିକାରୀ ଗୁଳିରେ ଗଲା ସାଙ୍ଗର ଜୀବନ । ମୃତକ ହେଲେ କୋତ୍ତମ ଗ୍ରାମର କାଳିଆ ନାୟକ । ଥାନାରେ ଶିକାରୀ ପ୍ରଶାନ୍ତ ନାୟକ ସମେତ ୪ ଜଣଙ୍କୁ ଅଟକ…

Continue reading
ପୁଣି ଗର୍ଜିଛି କମିସନରେଟ୍‌ ପୁଲିସ୍ ବନ୍ଧୁକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ପୁଲିସ୍‌ ଗୁଳିରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ଦୁଇ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଏନ୍‌କାଉଣ୍ଟର୍‌ କରି ଘାଇଲା କରିଛି ପୁଲିସ୍‌। ସେମାନେ ହେଲେ, ବିହାରର ମନୀଷ କୁମାର ଯାଦବ ଏବଂ ସୋନୁ…

Continue reading
କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର

ତାଳେଚର: ତାଳଚେର ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର। ତାଳବେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର। ଅପରାଧି ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁଳିକରି ପଳାଉଥିବାବେଳେ ପୋଲିସ…

Continue reading

You Missed