ପୁଣି ନେତା ପୁଅଙ୍କ ଦାମୀ ଗାଡ଼ି ତଳେ ଜୀବନ ଗଲା

ପୁଣି ହିଟ୍ ଆଣ୍ଡ ରନ୍ ମାମଲା। ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲି ଯାଇଛି ଜଣେ ସାଧାରଣ ଲୋକର ଜୀବନ। ଦୁର୍ଘଟଣା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ଏହି ଦୁର୍ଘଟଣା କର୍ଣ୍ଣାଟକର ଉଡୁପିରେ…

Continue reading
ପୂର୍ବତନ ସାଂସଦଙ୍କୁ ଚୌକି ଫିଙ୍ଗି ଆକ୍ରମଣ

ଆଉ ଦୁଇ ଦିନ ପରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ କମ୍ପୁଛି ପ୍ରଚାର ମୈଦାନ। ଘନ ଘନ ସଭା କରୁଛନ୍ତି ନେତା ମନ୍ତ୍ରୀ। ମୈଦାନରେ ହେଭିଓ୍ୱେଟ୍‌ ନେତାଙ୍କ ଚାଲିଛି ପ୍ରଚାର। ଏହାରି ଭିତରେ ଏକ ପ୍ରଚାର ସଭା…

Continue reading
ରାଜ୍ୟ ସରକାରଙ୍କୁ ୨୪ଘଣ୍ଟାର ଅଲ୍ଟିମେଟ୍ ଦେଲା ମେତେଇ ସମ୍ପ୍ରଦାୟ

ମଣିପୁରରେ ପୁଣି ଉଗ୍ର ହେବାରେ ଲାଗିଛି ହିଂସା। ବ୍ୟାପକ ପୋଡାଜଳା ସାଙ୍ଗକୁ ଭଙ୍ଗାରୁଜା କରୁଛନ୍ତି ବିକ୍ଷୋଭକାରୀ। ବିଭିନ୍ନ ନେତାଙ୍କ ଘରକୁ ଉପରକୁ କରାଯାଉଛି ଆକ୍ରମଣ। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟକୁ ହତ୍ୟା କରୁଥିବା ବେଳେ ନେତାମନ୍ତ୍ରୀଙ୍କୁ ବି ଆକ୍ରମଣ କରୁଛନ୍ତି ଉଗ୍ରବାଦୀ।…

Continue reading
ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟହାର ଘଟଣା, କାରଣ ଦର୍ଶାଅ ନୋଟିସ ଜାରି

ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଘଟଣାରେ ରେଢ଼ାଖୋଲ ତହସିଲ ଅଫିସର ଅମିନ ତଥା ରେକର୍ଡ କିପର କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ନିଲମ୍ବନ ଅବଧି ସମୟରେ ତାଙ୍କୁ ରେଢ଼ାଖୋଲ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ…

Continue reading
ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା

ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ପାଇଁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ)। ୨୧ ତାରିଖରେ ପ୍ରଥମ ଭାଷା…

Continue reading
ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି : ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି କଲେ ଜେଲ ଓ ଜରିମାନା

୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ସର୍ଭିସ ପ୍ରୋଭାଇଡ଼ରଙ୍କୁ ହେବ କୋଟିଏ ଜରିମାନା ଏନେଇ ଆସିବ ନୂଆ ଆଇନ୍‌   ଭୁବନେଶ୍ୱର : ନିଯୁକ୍ତି ପରୀକ୍ଷାରେ କୌଣସି ପ୍ରକାର ଅନିୟମିତତାକୁ ସରକାର ବରଦାସ୍ତ କରିବେ ନାହିଁ ।…

Continue reading
ବିଜେପି ସରକାର ଚଳେଇ ପାରୁନାହିଁ: ଭୃଗୁ

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜୁ ଜନତା ଦଳ ତରଫରୁ ସରକାର ଓ ସରକାରୀ ଦଳର ବିଫଳତା…

Continue reading
ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାର ଶୁଣାଣି ସ୍ତଗିତ : ଟ୍ରମ୍ପଙ୍କୁ ଆଶ୍ୱସ୍ତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। ଚୁପ ରହିବା ପାଇଁ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାର ଶୁଣାଣିକୁ ନ୍ୟୁୟର୍କର ଗୋଟିଏ କୋର୍ଟ ଅସ୍ଥାୟୀ ରୂପ ସ୍ଥଗିତ କରି ଦେଇଛନ୍ତି। ଏହି ମାମଲାରେ ଟ୍ରମ୍ପ ପୂର୍ବରୁ ଦୋଷୀ…

Continue reading
ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ଏତଲା

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋଶାଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।…

Continue reading
ଆସନ୍ତାକାଲି କ୍ୟାବିନେଟ୍‌

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନୂଆଦିଲ୍ଲୀରୁ ଫେରିବା ପରେ ଅପରାହ୍ନ ୪ଟାରେ କ୍ୟାବିନେଟ୍‌ ବୈଠକ ହେବବୋଲି ଜାଣିବାକୁ ମିଳିଛି । ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ…

Continue reading